Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭିଜିଲାନ୍ସ ଜାଲରେ ତହସିଲ କିରାଣୀ

by ସଞ୍ଜୟ ସ୍ୱାଇଁ
May 12, 2023
in Crime, State
ଭିଜିଲାନ୍ସ ଜାଲରେ ତହସିଲ କିରାଣୀ
473
VIEWS
Share on FacebookShare on Twitter

ଛତ୍ରପୁର, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ଛତ୍ରପୁର ତହସିଲର କିରାଣୀ ସ୍ଵାତିସୁଚରିତା ପାତ୍ର। ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତହସିଲ କାର୍ଯ୍ୟାଳୟ ବାହାରେ ଉକ୍ତ କିରାଣୀ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ କାବୁ କରିଛି। କିରାଣୀଙ୍କ ସ୍କୁଟିରୁ ଟଙ୍କା ଜବତ ହୋଇଥିବା ବେଳେ ତାଙ୍କ ହାତ ଧୋଇବା ପରେ ନାଲି ରଙ୍ଗ ହୋଇଯାଇଥିଲା l

ତହସିଲ କାର୍ଯ୍ୟାଳୟ ପରିସରରେ ତାଙ୍କୁ ଜେରା କରାଯାଉଛି। ଅତରିକ୍ତ ଏସପିଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଧରିଛନ୍ତି। ଛତ୍ରପୁରର ଦିଲୀପ କୁମାର ଭଲ୍ଟି ଚାଷ ଜମିରୁ ଘରବାରି କରିବା ନେଇ ପଟ୍ଟା ପାଇଁ ଆବେଦନ କରିଥିଲେ l ବହୁ ବାର ଦୌଡ଼ି ଦୌଡ଼ି ପଟ୍ଟା ନମିଳିବାରୁ କିରାଣୀ ସ୍ଵାତିସୁଚରିତା କାମ କରିଦେବାକୁ କହି ୫ ହଜାର ଟଙ୍କା ଦାବି କରିଥିଲେ l ଏହି ଟଙ୍କା ନେବା ବେଳେ ସ୍ଵାତି ଧରାପଡ଼ିଥିଲେ। ତେବେ କେବଳ ସ୍ଵାତି ନୁହଁନ୍ତି ତହସିଲ କାର୍ଯ୍ୟାଳୟରେ ଥିବା ବହୁ କିରାଣୀ ଏଭଳି ଲାଞ୍ଚ କାରବାର କରୁଥିବା ନେଇ ଅଭିଯୋଗ ହୋଇଛି। ଉକ୍ତ କିରାଣୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର ଧରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!