Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାଇବର ଠକେଇ ମାମଲା; ୨ଜଣ ବ୍ୟକ୍ତିଙ୍କୁ ମିଳିଲା ହରାଇଥିବା ଟଙ୍କା

by ସଞ୍ଜୟ ସ୍ୱାଇଁ
March 9, 2021
in Crime, State
ସାଇବର ଠକେଇ ମାମଲା; ୨ଜଣ ବ୍ୟକ୍ତିଙ୍କୁ ମିଳିଲା ହରାଇଥିବା ଟଙ୍କା
125
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ସାଇବର କ୍ରାଇମ୍ ହେଲପ୍ ଡେକ୍ସକୁ ମିଳିଛି ସଫଳତା । ସାଇବର ଠକ ଠାରୁ ଛଡେଇ ଆଣିଲେ ଠକିଥିବା ଟଙ୍କା । ସାଇବର ଠକେଇ ଠାରୁ ଆଣିଥିବା ଟଙ୍କା ୨ଜଣ ବ୍ୟକ୍ତିଙ୍କୁ ଏହି ଟଙ୍କା ଦିଆଯାଇଛି । ସୂଚନାନୁସାରେ, ସାଇବର ଠକେଇର ଶିକାର ହୋଇଥିଲେ ଦେବାଶିଷ ମଲ୍ଲିକ ଓ ନରେଶ ମିଶ୍ର । ଏନେଇ ଉଭୟ ସାଇବର କ୍ରାଇମରେ ଅଭିଯୋଗ କରିଥିଲେ । ତେବେ ଭୁବନେଶ୍ୱରର ୟୁପିଡି ସହାୟତାରେ ଉଭୟ ହରାଇଥିବା ଟଙ୍କା ଆଜି ଫେରି ପାଇଛନ୍ତି । ସାଇବର ଠକଙ୍କ ଠାରୁ ସାଇବର ମାଧ୍ୟମରେ ଠକେଇରେ ଶିକାର ହୋଇଥିବା ଟଙ୍କା ସାଇବର କ୍ରାଇମ୍ ହେଲପ୍ ଡେକ୍ସ ଛଡାଇ ଆଣିଛି । ତେବେ ନରେଶ ମିଶ୍ର ୭୪ହଜାର ଟଙ୍କାର ଠକେଇ ଶିକାର ହୋଇଥିବା ବେଳେ ସେ ଆଜି ୫୮ହଜାର ୯୮୭ଟଙ୍କା ଫେରି ପାଇଛନ୍ତି । ସେହିପରି ଦେବାଶିଷ ମିଲ୍ଲିକ ୭୦ହଜାର ୯୦ଟଙ୍କା ପାଇଥିବା ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!