Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାତୀଲଗ୍ନା ସାହିତ୍ୟ ଇ ପତ୍ରିକାର “ସ୍ୱାତୀଲଗ୍ନା କଳା ସମ୍ମାନ “

by ସଞ୍ଜୟ ସ୍ୱାଇଁ
April 1, 2021
in Nayagarh
ସ୍ୱାତୀଲଗ୍ନା ସାହିତ୍ୟ ଇ ପତ୍ରିକାର “ସ୍ୱାତୀଲଗ୍ନା କଳା ସମ୍ମାନ “
126
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା):ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ସାହିତ୍ୟ ଇ ପତ୍ରିକା ତରଫରୁ ନୟାଗଡ଼ ଜିଲ୍ଲାର କୁଶପାଣ୍ଡେରୀ ଗ୍ରାମର ଶ୍ରୀଯୁକ୍ତ କବିରାଜ ଦାସ ଓ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ନିକଟବର୍ତ୍ତୀ ଗୋବିନ୍ଦପୁର ଵୃଦ୍ଧାଶ୍ରମରେ ରହୁଥିବା ଦିବ୍ୟାଙ୍ଗ ସୁରଦାସ ଚୌହାନଙ୍କୁ “ସ୍ୱାତୀଲଗ୍ନା କଳା ସମ୍ମାନ” ରେ ସମ୍ମାନିତ କରାଯାଇଛି| ଶ୍ରୀଯୁକ୍ତ କବିରାଜ ଦାସ ଏକତାରା ବାଦ୍ୟ ଯନ୍ତ୍ର ବ୍ୟବହାର କରି ବହୁତ ସୁନ୍ଦର ଭାବରେ କଳାକୁ ପରିବେଷଣ କରନ୍ତି ସେହିଭଳି ଶ୍ରୀ ସୁରଦାଶ ଚୌହାନ ମଧ୍ୟ  ଦାସକାଠିଆକୁ ବ୍ୟବହାର କରି ବହୁତ ସୁନ୍ଦର ଭାବରେ ଅନ୍ତର୍ନିହିତ କଳାକୁ ପରିବେଷଣ କରି ସଭିଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି |ଓଡ଼ିଶାର ପ୍ରାଚୀନ କଳାକୁ ଉଜିବିତ କରି ରଖିଥିବାରୁ ଉଭୟଙ୍କୁ “ସ୍ୱାତୀଲଗ୍ନା କଳା” ସମ୍ମାନରେ ସମ୍ମାନିତ କରି ତାଙ୍କରି ମୁହଁରେ ହସ ଫୁଟେଇବାର ଛୋଟ ପ୍ରୟାସ କାରିଛି ବୋଲି ସ୍ୱାତୀଲଗ୍ନାର ପ୍ରତିଷ୍ଠାତା ଓ ମୁଖ୍ୟ ସୁଶାନ୍ତ କୁମାର ପାତ୍ର ମତ ରଖିଛନ୍ତି ଏବଂ ସଭିଙ୍କୁ ଉତ୍କଳ ଦିବସର ହାର୍ଦିକ ହାର୍ଦିକ ଅଭିନନ୍ଦନ ଜଣାଇଛନ୍ତି| ସୁଦୂର ଓମାନରେ ଥାଇ  ସୁଶାନ୍ତ କୁମାର ପାତ୍ର ଏହିଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସଭିଏଁ  ପାତ୍ର ମହୋଦୟଙ୍କୁ ଶୁଭେଚ୍ଛା ମଧ୍ୟ ଜଣେଇଛନ୍ତି |

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!