Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଣିଜ୍ୟରେ ରାଜ୍ୟ ଟପ୍ପର ୟୁନିଟେକ୍ ଛାତ୍ରୀ ସ୍ୱର୍ଣ୍ଣରେଖା

by ସଞ୍ଜୟ ସ୍ୱାଇଁ
May 21, 2025
in Education, Nayagarh, State
ବାଣିଜ୍ୟରେ ରାଜ୍ୟ ଟପ୍ପର ୟୁନିଟେକ୍ ଛାତ୍ରୀ  ସ୍ୱର୍ଣ୍ଣରେଖା
485
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ନୟାଗଡ଼ରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ନୟାଗଡ଼ ୟୁନିଟେକ୍ ରେସିଡ଼େନ୍ସିଆଲ କଲେଜର ଛାତ୍ରୀ ସ୍ବର୍ଣ୍ଣରେଖା ମନ୍ତ୍ରୀ ବାଣିଜ୍ୟରେ ରାଜ୍ୟ ଟପ୍ପର ହୋଇଛନ୍ତି । ସମୁଦାୟ ୫୭୯ ନମ୍ବର ତଥା ୯୬,୫ ପ୍ରତିଶତ ନମ୍ବର ରଖି ସେ ଓଡିଶା ଟପର୍ ହୋଇଛନ୍ତି । ଖଣ୍ଡପଡା ବ୍ଲକ ସିଧାମୂଳା ଗାଁର ବାପା ସୁଦର୍ଶନ ମନ୍ତ୍ରୀ ଏବଂ ମା ଲକ୍ଷ୍ମୀଙ୍କ ସାନ ଝିଅ ସ୍ବର୍ଣ୍ଣ ରେଜଲ୍ଟକୁ ନେଇ ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ କଷ୍ଟ ଆକାଉଣ୍ଟାଣ୍ଟ ହେବାକୁ ଲକ୍ଷ ରଖିଛନ୍ତି। ସାଧାରଣ ପରିବାରରୁ ଆସିଥିବା ସ୍ବର୍ଣ୍ଣଙ୍କ ବାପା ଜଣେ ଦୋକାନ କର୍ମଚାରୀ ହୋଇଥିବା ବେଳେ ମା ଗୃହିଣୀ। ପରୀକ୍ଷା ଫଳକୁ ନେଇ ସ୍ବର୍ଣ୍ଣ ବାପା ମା ଏବଂ କଲେଜ ଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!