ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାର କୋଣ ଅନୁକୋଣରେ ଆଜି ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । କରୋନା ମହାମାରୀ ନିୟମକୁ ମାନି ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନେକ ପଂଚାୟତରେ ମଧ୍ୟ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଭାଟସାହି ସରପଂଚ କିଶୋର ସାହୁ ପଂଚାୟତରେ ପତାକା ଉତ୍ତୋଳନ କରିଥିବା ଜଣାଯାଇଛି । ସେହିଭଳି ଭାବେ ଜିଲ୍ଲାର ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସ୍ୱାଧିନତା ଦିବସ ପାଳିତ ହୋଇଥିବା ଜଣାଯାଇଛି ।






