Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆର୍ୟା-୨ ଟ୍ରେଲର ରଲିଜ୍:ଦମଦାର ନଜରରେ ଆସିଲେ ସୁସ୍ମିତା

by ସଞ୍ଜୟ ସ୍ୱାଇଁ
November 25, 2021
in Entertainment
ଆର୍ୟା-୨ ଟ୍ରେଲର ରଲିଜ୍:ଦମଦାର ନଜରରେ ଆସିଲେ ସୁସ୍ମିତା
80
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସୁସ୍ମିତା ସେନଙ୍କ ୱେବ ସିରିଜ ‘ଆର୍ୟା’ର ସିଜନ-୨ ର ଟ୍ରେଲର ରିଲିଜ ହୋଇଛି। ପ୍ରଥମ ସିରିଜକୁ ଜବରଦସ୍ତ ସଫଳତା ମିଳିବ ପରେ ଦ୍ୱିତୀୟ ସିଜନ ହୋଇଥିଲା। ଦ୍ୱିତୀୟ ସିଜନ ଟ୍ରେଲରରେ ମଧ୍ୟ ସୁସ୍ମିତାଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି। ଟ୍ରେଲର ଦେଖିବା ପରେ ପ୍ରଶଂସକ ଦ୍ୱିତୀୟ ସିଜନକୁ ଅପେକ୍ଷା କରିଛନ୍ତି। ଦ୍ୱିତୀୟ ସିଜନରେ ସୁସ୍ମିତାଙ୍କ ଭିନ୍ନ ଏକ ଅନ୍ଦାଜ ଦେଖିବାକୁ ମିଳିଛି। ‘ଆର୍ୟା-୨’ର ଟ୍ରେଲର ରିଲିଜ ହେବାପରେ ପ୍ରଶଂସକ ବି କହିଛନ୍ତି ଯେ ବାଘୁଣୀ ଫେରି ଆସିଛି। ସିରିଜ ଡିସେମ୍ବର ୧୦ ରେ ଦେଖିବାକୁ ମିଳିବ। ‘ଆର୍ୟା-୨’ ର ଟ୍ରେଲର ରିଲିଜ ହେବା କ୍ଷଣି ସୋସିଆଲ ମିଡ଼ିଆରେ ଛାଇଗଲା। ଟ୍ରେଲର ଦେଖି ପ୍ରଶଂସକ ରୋମାଂଚିତ ହୋଇଛନ୍ତି। ଦ୍ୱିତୀୟ ସିଜନରେ ସୁସ୍ମିତା ସେନ ପ୍ରଥମ ସିଜନ ଠାରୁ ଅଧିକ ଦମଦାର ଅନ୍ଦାଜରେ ନଜର ଆସିଛନ୍ତି। ସୁସ୍ମିତା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟ୍ରେଲର ସେୟାର କରିଛନ୍ତି ଓ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କ୍ୟାପ୍ସନ ଲେଖିଛନ୍ତି, “ଆପଣମାନଙ୍କ ଧାର୍ୟ୍ୟ ପାଇଁ ଧନ୍ୟବାଦ। ଆର୍ୟା ପୁଣି ଆସିଥିବାରୁ ମୁଁ ବହୁତ ଖୁସି। ଏହି ସିଜନରେ ତାର ଦୁର୍ବଳତା ହିଁ ତାର ସବୁଠାରୁ ବଡ ଶକ୍ତି ହେବ। ବାଘୁଣୀ ଆସୁଛି। ସବୁ ଏପିସୋଡ ଡିସେମ୍ବର ୧୦ ରେ ଷ୍ଟ୍ରିମ କରାଯିବ।” ପ୍ରଶଂସକଙ୍କୁ ମଧ୍ୟ ‘ଆର୍ୟା-୨’ ଟ୍ରେଲର ବହୁତ ପସନ୍ଦ ଆସିଛି। ଆର୍ୟା ଯେଉଁ ମୋଡ଼ରେ ଶେଷ ହୋଇଥିଲା, ତାପରେ ଦର୍ଶକ ସିଜନକୁ ଅପେକ୍ଷା କରିଥିଲେ। ସୂଚନାଯୋଗ୍ୟ ଯେ, ୱେବ ସିରିଜ ଆର୍ୟାକୁ ଚଳିତ ବର୍ଷ ଇଣ୍ଟରନ୍ୟାଶନାଲ ଏମ୍ମି ଆୱାର୍ଡରେ ଶ୍ରେଷ୍ଠ ଡ୍ରାମା କ୍ୟାଟେଗରୀରେ ନୋମିନେଟ ହୋଇଥିଲା। ଏହି ସିରିଜରେ ସୁସ୍ମିତା ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିଥିଲେ। ନିର୍ଦ୍ଦେଶକ ରାମ ମାଧବାନି ମଧ୍ୟ ଏହି ସିରିଜ ମଧ୍ୟରେ ଡେବ୍ୟୁ କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!