Saturday, April 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଇଲା ଓ ବାଲି ଚୋରିରେ ସଂପୃକ୍ତ କାହାରିକୁ ଛଡାଯିବନି : ମନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
May 27, 2025
in State
କୋଇଲା ଓ ବାଲି ଚୋରିରେ ସଂପୃକ୍ତ କାହାରିକୁ ଛଡାଯିବନି : ମନ୍ତ୍ରୀ
45
VIEWS
Share on FacebookShare on Twitter

ସୁନ୍ଦରଗଡ, (ବାଘୁଆବାର୍ତ୍ତା): ସୁନ୍ଦରଗଡ ଜିଲ୍ଲାରେ ହୋଇଥିବା କୋଇଲା ଓ ମାଙ୍ଗାନିଜ ଚୋରିରେ ସଂପୃକ୍ତ ସମସ୍ତ ମାଫିଅ।ଙ୍କୁ ଧରାଯିବା ସହ ସରକାରୀ ଅଧିକାରୀଙ୍କ ସଂପୃକ୍ତ ଥିଲେ ମଧ୍ୟ କାହାରିକୁ ଛଡାଯିବ ନାହିଁ ବୋଲି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିବା ସହ ରାଜ୍ୟରେ ଥିବା ସୀମା ବିବାଦର ସମାଧାନ ଖୁବ୍ଶୀଘ୍ର ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଦିନିକିଅ। ସୁନ୍ଦରଗଡ ଗସ୍ତରେ ଅ।ସି ମନ୍ତ୍ରୀ ସ୍ଥାନୀୟ ବିକାଶ ଭବନ ଠାରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେବା ସହ ଜିଲ୍ଲାରେ ଲାଗିରହିଥିବା ସମସ୍ୟାର ସମାଧାନ ନିମନ୍ତେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ହୋଇଥିବା କୋଇଲା ଓ ମାଙ୍ଗାନିଜ ଚୋରିର ତଦନ୍ତ ପାଇଁ ଏସଅ।ଇଟି ଗଠନ ହୋଇଥିବା ବେଳେ ମାଢିଅ।ଙ୍କୁ ଧରିବା ପାଇଁ ଦରକାର ପଡିଲେ ଏସଅ।ଇଟିକୁ ଅ।ହୁରି ମଜବୁତ କରାଯିବା ପାଇଁ ପଦକ୍ଷେପ ନିଅ।ଯିବ ଏହାସହ ବାଲି ମାଫିଅ। ମାନଙ୍କୁ ଧରାଯିବା ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି ଅ।ବାସ ଯୋଜନାରେ ଥିବା ହିତାଧିକାରୀଙ୍କୁ କିଭଳି ମାଗଣାରେ ବାଲି ଯୋଗାଇ ଦିଅ।ଯିବ ସେଥିପାଇଁ ମଧ୍ୟ ଯୋଜନା ଚାଲିଛି ଏହା ସହ ପଡୋଶୀ ରାଜ୍ୟର ସୀମା ବିବାଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ ହୋଇଛି ଏବଂ ଖୁବ୍ଶୀଘ୍ର କୋଟିଅ। ବିବାଦର ମଧ୍ୟ ଅନ୍ତ ଘଟିବ ବୋଲି ମନ୍ତ୍ରୀ କହିଛନ୍ତି ।

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026
ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!