Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଇପିଏଲ ସିଜିନ୍-୧୪: ଗୋଟିଏ ଓଭରରେ ୩୭ରନ୍

by ସଞ୍ଜୟ ସ୍ୱାଇଁ
April 25, 2021
in Breaking, Sports
ଆଇପିଏଲ ସିଜିନ୍-୧୪: ଗୋଟିଏ ଓଭରରେ ୩୭ରନ୍
264
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ଚଳିତ ଆଇପିଏଲ୍ ସିଜିନ୍-୧୪ରେ ଦମଦାର ଓଭର ଖେଳିଛନ୍ତି ରବିନ୍ଦ୍ର ଜାଡୋଜା । ଗୋଟିଏ ଓଭରରେ ୧୭ରନ୍ କରି ଚଳିତ ସିଜିନର ହିରୋ ବନିଛନ୍ତି ଜାଡେଜା । ଆଜି ଅପରାହ୍ନରୁ ଆରମ୍ଭ ହୋଇଥିବା ଚେନ୍ନାଇ ସହିତ ବାଙ୍ଗାଲୋର ମଧ୍ୟରେ ଆଇପିଏଲ ଟି-୨୦ ମ୍ୟାଚ୍ ଅନୁଷ୍ଠିତୟ ହୋଇଯାଇଛି । ଚେନ୍ନାଇ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ପଡ଼ିଆ ଭିତରକୁ ପ୍ରବେଶ କରିଥିଲା । ନିର୍ଦ୍ଧାରିତ ୨୦ଓଭରରେ ଚେନ୍ନାଇ ୪ଟି ମୂଲ୍ୟବାନ ୱିକେଟ୍ ହରାଇ ୧୯୧ରନ୍ କରିଥିଲା । ଚେନ୍ନାଇର ରୁତୁରାଜ ୨୫ବଲ ଖେଳି ୪ଟି ଚୌକା, ୧ଟି ଛକା ସହାୟତାରେ ୩୩ରନ୍ କରିଥିବା ବେଳେ ଡୁ ପ୍ଲେସିସ୍ ୪୧ଟି ବଲର ସମ୍ମୁଖୀନ ହୋଇ ୫ଟି ଚୌକା, ୧ଟି ଛକା ସହୟତାରେ ୫୦ରନ୍, ସୁରେଶ ରୈନା ୧୮ବଲ ସମ୍ମୁଖୀନ ହୋଇ ୧ଟି ଚୌକା ଓ ୩ଟି ଛକା ସହାୟତାରେ ୨୪ରନ୍, ଅମ୍ବତି ରାୟିଡ଼ୁ ୧୪ ରନ୍ କରି ଆଉଟ ହୋଇଥିବା ବେଳେ ଧୋନି ୨ରନ୍ ଓ ଜାଡେଜା ୬୨ରନ୍ କରି ନଟଆଉଟ୍ ଥିବା ଜଣାପଡିଛି । ଅନ୍ତିମ ଓଭରରେ ଜାଡେଜା ୩୭ରନ୍ ସଂଗ୍ରହ କରିଥିଲେ । ଯେଉଁଥିରେ ୬, ୬, ୬, ୬, ୨, ୬, ୪ ରନ୍ ସଂଗ୍ରହ କରିଥିଲେ । ୨୮ବଲର ସମ୍ମୁଖୀନ ହୋଇ ଜାଡେଜା ୪ଟି ଚୌକା ଓ ୫ଟି ଛକାରେ ୬୨ରନ୍ କରି ନଟଆଉଟ୍ ଥିଲେ । ଜବାବ୍ରେ ବାଙ୍ଗାଲୋର ୧୯୨ରନର ବିଜୟ ଲକ୍ଷ ନେଇ ଖେଳ ଆରମ୍ଭ କରିଥିଲା । ନିର୍ଦ୍ଧାରିତ ୨୦ଓଭରରେ ମୂଲ୍ୟବାନ ୯ଟି ଓି୍ୱକେଟ୍ ହରାଇ ୧୨୨ରନ୍ କରିବାରେ ସଂକ୍ଷମ ହୋଇ ଏହି ମ୍ୟାଚରୁ ପରାଜୟ ବରଣ କରିଛି ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!