Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୭ ମୁଣ୍ଡିଆ ୯ ଖୋଲ, ଚାଲ ଦେଖିବ ‘ସୁକରମଲ୍ଲ’

by Anil Panda
September 13, 2020
in Nayagarh
୭ ମୁଣ୍ଡିଆ ୯ ଖୋଲ, ଚାଲ ଦେଖିବ ‘ସୁକରମଲ୍ଲ’
1.3k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଏକ ପାହାଡ଼ ପର୍ବତ ଘେରା ଜିଲ୍ଲା ଭାବେ ପରିଚିତ ହୋଇଥିବା ବେଳେ ଏହାର ପରିବେଶ ଅତ୍ୟନ୍ତ ସୁନ୍ଦର । ଜିଲ୍ଲା ମଧ୍ୟରେ ଏଭଳି ଅନେକ ସ୍ଥାନ ରହିଛି, ଯାହାକୁ ନେଇ ଅନେକ ଇତିହାସ ରହିଛି । ସେହିଭଳି ଏକ ସ୍ଥାନ ହେଉଛି କେନ୍ଦୁଢିପି ଗ୍ରାମର ସୁକରମଲ୍ଲ ପାହାଡ଼ରେ ରହିଥିବା ସୁକରମଲ୍ଲ ଠାକୁରାଣୀଙ୍କ ପୀଠ । କେନ୍ଦୁଢିପି, ଇକିରି ଗ୍ରାମ ନିକଟବର୍ତ୍ତୀ ଏହି ପୀଠଟି ପାହାଡ଼ ଉପରେ ରହିଥିବା ବେଳେ ଏହାକୁ ନେଇ ଅନେକ ଐଚ୍ଛିହାସିକ କଥାବସ୍ତୁ ରହିଛି । କଳାପାହାଡ଼ ଆକ୍ରମଣ ସମୟରେ କିଭଳି ଠାକୁରାଣୀ ତାଙ୍କର ମାହାତ୍ମ୍ୟ ଦେଖାଇଥିଲେ ତାହା ଗ୍ରାମବାସୀଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ଏହି ପୀଠକୁ ନେଇ ଏକ ସ୍ୱତନ୍ତ୍ର ଢଗ ରହିଛି, ୭ ମୁଣ୍ଡିଆ ୯ ଖୋଲ, ଚାଲ ଦେଖିବ ‘ସୁକରମଲ୍ଲ’ । ପ୍ରତ୍ୟେକ ବର୍ଷ ସୁକରମଲ୍ଲ ଠାକୁରାଣୀଙ୍କ ପୀଠରେ ବର୍ଷା ପାଇଁ ଗିରିପୂଜା ଅନୁଷ୍ଠିତ ହୁଏ । ଏହି ପୀଠର ସ୍ୱତନ୍ତ୍ରତା ପାଇଁ ଆଖପାଖ ଅଂଚଳର କିଛି ଉତ୍ସାହୀ ଯୁବକ ଆଜି ସେଠାରେ ଏକ ସୋଲାର ଲାଇଟ ବ୍ୟବସ୍ଥା କରିଥିବା ବେଳେ ଏହାକୁ ଇକୋ ଟୁରିଜିମ୍ ପକଳ୍ପ ମଂଜୁରୀ ପ୍ରଦାନ କରିବାକୁ ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!