Sunday, April 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରିବାରର କଷ୍ଟକୁ ସହିପାରିଲେନି, ବେକରେ ଦଉଡ଼ି ଦେଇ ଜୀବନ ହାରିଲେ ସ୍ବାମୀ

by ସଞ୍ଜୟ ସ୍ୱାଇଁ
May 26, 2025
in State
ପରିବାରର କଷ୍ଟକୁ ସହିପାରିଲେନି, ବେକରେ ଦଉଡ଼ି ଦେଇ ଜୀବନ ହାରିଲେ ସ୍ବାମୀ
101
VIEWS
Share on FacebookShare on Twitter

ଖନ୍ତାପଡ଼ା,(ବାଘୁଆବାର୍ତ୍ତା): ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ପଣପଣା ପଂଚାୟତ ମାଲଦାପଡ଼ା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ହରିହର ବେହେରାଙ୍କ ପୁତ୍ର ପଦ୍ମଲୋଚନ (୪୫)। ପଦ୍ମଲୋଚନ ଗତ ତିନି ମାସ ତଳେ ବାଇକ ଦୁର୍ଘଟଣାରେ ଆହତ ହୋଇଥିଲେ। ସେବେଠାରୁ ପଦ୍ମଲୋଚନ ଚାଲିପାରୁନଥିଲେ। ପଦ୍ମଲୋଚନଙ୍କ ପତ୍ନୀ ସମସ୍ତ ଟଙ୍କା ଖର୍ଚ୍ଚକରି ସ୍ୱାସ୍ଥ୍ୟ ଅବସ୍ଥା ସୁଧାରି ଆଣିବାକୁ ଚେଷ୍ଟା କରିଥିଲେ। ମାତ୍ର ନିଜେ କଷ୍ଟ ପାଉଥିବା ବେଳେ ପରିବାର ଦୁଃଖ କଷ୍ଟକୁ ଆଖିରେ ଦେଖି ସହି ପାରୁନଥିଲେ। କାରଣ ଘରେ ଏକ ମାତ୍ର ରୋଜଗାରିଆ ଥିଲେ। ସେ ନିଜେ ଜଣେ ହେଡ ପକା ମିସ୍ତ୍ରୀ ଭାବେ କାର୍ଯ୍ୟକରୁଥିବା ବେଳେ ଦୁଇଟି ସନ୍ତାନ ସହିତ ପରିବାର ପ୍ରତି ପୋଷଣ କରୁଥିଲେ। ପୁଅ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଝିଅ ଚତୁର୍ଥ ଶ୍ରେଣୀରେ ପଢେ। ମାତ୍ର ପରିବାରର ଏପରି ଅସହାୟ ଅବସ୍ଥାକୁ ସହି ନପାରି ଘରେ ଆଜି କେହି ନଥିବା ବେଳେ ଘର ଛାତ ଉପରକୁ ଯାଇ ବେକରେ ଦଉଡ଼ି ଗୁଡ଼ାଇ ଓହଳି ପଡ଼ିଥିଲେ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!