Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୩ ଜଣଙ୍କୁ ଭଲ ପାଉଥିଲା ଶୁଭଲକ୍ଷ୍ମୀ

by ସଞ୍ଜୟ ସ୍ୱାଇଁ
August 9, 2023
in Crime, State
୩ ଜଣଙ୍କୁ ଭଲ ପାଉଥିଲା ଶୁଭଲକ୍ଷ୍ମୀ
402
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ମାମଲା। ମୁହଁ ଖୋଲିଲେ ସମ୍ପର୍କୀୟ ଅଙ୍କଲ। କହିଲେ ତାଙ୍କ ପାଖରେ କୌଣସି ଫୋଟକି ଭଡ଼ିଓ ନାହିଁ। ମୁଁ ତାକୁ ବ୍ଲାକ ମେଲିଙ୍ଗ କରିନି। ୩ ମାସ ତଳୁ ଶୁଭଲକ୍ଷ୍ମୀଙ୍କୁ ଘରୁ ବିଦା କରିଦେଇଥିଲେ ଅଙ୍କଲ। ୩ ମାସ ହେବ ଶୁଭଲକ୍ଷ୍ମୀଙ୍କ ସହ ଯୋଗାଯୋଗ ରେ ନଥିଲି। ଜୁଲାଇ ୧୦ରେ ମୋ ଜନ୍ମ ଦିନ ଥିବାରୁ ସେ ମୋତେ ଙ୍ଗସଗ୍ଦଷ କରିଥିଲା । ଶୁଭ ଲକ୍ଷ୍ମୀ ୩ ଜଣଙ୍କୁ ଭଲ ପାଉଥିଲା। ହୁଏତ ସେମାନଙ୍କ ମଧ୍ୟରେ କୌଣସି କିଛି ଘଟିଥିବ। ୬ ରୁ ୭ ମାସ ଅଙ୍କଲଙ୍କ ଘରେ ଥିଲେ ଶୁଭଲକ୍ଷ୍ମୀ। ଶୁଭ ଲକ୍ଷ୍ମୀଙ୍କ ବାପା ମାଆଙ୍କ ପରାମର୍ଶରେ ସେ ଷ୍ଟେଜ ପ୍ରୋଗ୍ରାମ କରୁଥିଲା। ବାରରେ କାମ କରିବା ପାଇଁ ତାଙ୍କ ବାପା ମାଙ୍କ ପରାମର୍ଶରେ ବାର ନେଇଥିଲି।ହେଲେ ବୟସ ହୋଇନଥିବାରୁ ବାରରେ କାମ କରିବା ପାଇଁ ମନା କରିଦେଇଥିଲେ। ସେ ୩ ଜଣଙ୍କୁ ଭଲ ପାଇବାକୁ ନେଇ ଆମ ଘରେ ଡିଷ୍ଟରବାନ୍ସ ହେଉଥିଲା ବୋଲି ତାକୁ ଘରୁ ବିଦା କରିଦେଇଥିଲେ ଅଙ୍କଲ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!