Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆନନ୍ଦ ବନରେ ସୁଭଦ୍ରା ଶକ୍ତି କାଫେ ଉଦଘାଟିତ

by ସଞ୍ଜୟ ସ୍ୱାଇଁ
May 7, 2025
in State
ଆନନ୍ଦ ବନରେ ସୁଭଦ୍ରା ଶକ୍ତି କାଫେ ଉଦଘାଟିତ
90
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସୁଭଦ୍ରା ଶକ୍ତି କାଫେ ଉଦ୍ଘାଟିତ ହୋଇଛି । ଭୁବନେଶ୍ୱର ସ୍ଥିତ ପ୍ରାକୃତିକ ଉଦ୍ୟାନ ଆନନ୍ଦବନ ଠାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କାଫେ ଉଦ୍ଘାଟନ କରିଛନ୍ତି । କାଫେ କରିଥିବା ମହିଳା ମାନେ ୧୦ ଲକ୍ଷ ଟଙ୍କା ଋଣ ନେଇ ଏହି କାଫେ ଆରମ୍ଭ କରିଛନ୍ତି । ସୁଭଦ୍ରା ମହିଳାଙ୍କୁ ସଶକ୍ତ କରୁଛି । ଉଦ୍ୟୋଗପତି ଆଡ଼କୁ ମହିଳା ମାନେ ଅଗ୍ରସର ହେଉଥିବା ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି । ଆନନ୍ଦ ବନରେ ପୂର୍ବରୁ ଗୋଟିଏ କାଫେ ଥିବାବେଳେ ଆଉ ଏକ କାଫେ ଆରମ୍ଭ ହୋଇଛି । ଏହି କାଫେରେ ମିଲେଟ୍ରୁ ପ୍ରସ୍ତୁତ ଓ ପୋଷଣ ଯୁକ୍ତ ଖାଦ୍ୟ ଗ୍ରାହକଙ୍କୁ ବା ପର୍ଯ୍ୟଟକଙ୍କୁ ପ୍ରଦାନ କରାଯିବ । ଆନନ୍ଦବନରେ ୨ଟି କାଫେ ମିଶନ ଶକ୍ତି କାଫେ, ସୁଭଦ୍ରା କାଫେ, କୋରାପୁଟ କଫି, ଓରମାସର ଷ୍ଟଲ୍ ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!