Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଣପୁର ବ୍ଲକର ଟପ୍ପର ହେଲେ ଅନୀଲ ଓ ପ୍ରତୀକ୍ଷା

by ସଞ୍ଜୟ ସ୍ୱାଇଁ
May 18, 2023
in Education, Nayagarh, State
ରଣପୁର ବ୍ଲକର ଟପ୍ପର ହେଲେ ଅନୀଲ ଓ ପ୍ରତୀକ୍ଷା
307
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ମାଟ୍ରିକ ପରୀକ୍ଷା ଫଳାଫଳ ଆଜି ଘୋଷଣା ହୋଇ ଯାଇଥ୍‌ôବା ବେଳେ ରଣପୁର ବ୍ଲକ ଅଧ୍‌ôନରେ ଥ୍‌ôବା ୪୧ଟି ହାଇସ୍କୁଲରୁ ୧୩ ଟି ହାଇସ୍କୁଲ ର ୩୪ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୫% ପ୍ରତିଶତ ମାର୍କ ରଖ୍‌ô ୨ ଜଣ ଉତୀର୍ଣ୍ଣ ହୋଇଥ୍‌ôବା ଜଣାଯାଇଛି ।

ସେମାନେ ହେଲେ ବୃନ୍ଦାବନପୁର ପଚାଂୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ନାୟକ ଓ ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଅନିଲ କୁମାର ସାହୁ ଉଭୟ ୫୭୦ ମାର୍କ ରଖି ରଣପୁର ବ୍ଲକର ଟପ୍ପର ଭାବେ ଉତୀର୍ଣ୍ଣ ହୋଇଥିବା ଜଣାଯାଇଛି । ତେବେ ଏ-୧ ଗ୍ରେଡରେ ୫୪୦ ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ହେଲେ ବୃନ୍ଦାବନପୁର ପଚାଂୟତ ଉଚ୍ଚ ବିଦ୍ୟାଳୟର ତନ୍ଦ୍ରା ମିନାକ୍ଷୀ ମହାନ୍ତି ୫୬୫, ରାଜେଶ୍ୱରୀ ଜେନା ୫୬୯,

ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରତାପ କୁମାର ବେହେରା ୫୬୦, ନରସିଂହପୁର ଉଚ୍ଚ ବିଦ୍ୟାଳୟର ଶୁଭଲକ୍ଷ୍ମୀ ସିଂହ ୫୫୫, ଚିନ୍ମୟ ଗୁରୁ ୫୪୮, ଚାନ୍ଦପୁର ରାମଚଣ୍ଡୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଲକ୍ଷ୍ମୀପ୍ରିୟା ସାହୁ ୫୬୨, ସୁର୍କାବାଡି ପଚାଂୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ବିଶ୍ୱରୂପା ମହାପାତ୍ର ୫୬୪, ଗୌରାଙ୍ଗପୁର ପଚାଂୟତ ବିଦ୍ୟାଳୟର ତୁଳସୀ ରଥ ୫୪୨, ପୁଷ୍ପାଞ୍ଜଳୀ ବଳିଆରସିଂହ ୫୪୬, ସସ୍ମିତା ମୁଦୁଲି ୫୪୦, ଲୋଧାଚୁଆ ଉଦ୍ୟନାଥ ବିଦ୍ୟାପୀଠର ଇତିଶ୍ରୀ ସାମନ୍ତରାୟ ୫୫୯, ସ୍ୱଣ୍‌ର୍ପ୍ରଭା ସାମଲ ୫୪୦, ମୟୂରଝାଲିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ଓମ ପ୍ରକାଶ ପ୍ରଧାନ ୫୪୦,

ଶ୍ରୀମାନ ସାହୁ ୫୪୦, ଲାଖପଡା ଉଚ୍ଚ ବିଦ୍ୟାଳୟର ରାମଲାଲ ସାହୁ ୫୪୪, ରଣପୁର ବି.ସି. ହାଇସ୍କୁଲର ଆଶୁତୋଷ ପ୍ରଧାନ ୫୬୯, ଆୟୁଷ କୁମାର ଜେନା ୫୬୭, ଅଭିଜିତ ସାଇ ପ୍ରସାଦ ସାହୁ ୫୬୪, ଶୁଭକାନ୍ତ ସାହୁ ୫୫୩, ପ୍ରତ୍ୟାଶା ପ୍ରିୟାଦର୍ଶିନୀ ୫୫୦, ତାରା ପ୍ରସାଦ ଜୟସିଂହ ୫୪୦, କେରେଣ୍ଡାଟାଙ୍ଗୀ ବାଳକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟର ଓମ ବାସୁଦେବ ପାତ୍ର ୫୪୦, ରାଜସୁନାଖଳା ଉଚ୍ଚ ବିଦ୍ୟାଳୟର ସବୁଜ କିରଣ ୫୬୬,

ରାଜେନ୍ଦ୍ର କୁମାର ସାମନ୍ତରୟ ୫୫୯, ପ୍ରଣବ କୁମାର ସାହୁ ୫୫୦, ପ୍ରଜ୍ଞାସ୍ମିତା ପାତ୍ର ୫୪୬, ଶୁଭସ୍ମିତା ସାହୁ ୫୪୬, ସ୍ଥିତ ପ୍ରଜ୍ଞା ପ୍ରିୟଦର୍ଶିନୀ ୫୪୩, ଦେବାଶିଷ ପରିଡା ୫୪୩, ସଙ୍ଗୀତା ଦାଶ ୫୪୩, ଆଦିତ୍ୟ ପ୍ରସାଦ ସାହୁ ୫୪୦, ଗୋପାଳପୁର ପଚାଂୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ଦିପ୍ତି ରଂଜନ ଭୋଳ ୫୬୪ ଆଦି ଛାତ୍ରଛାତ୍ରୀମାନେ ଏ-୧ ଗ୍ରେଡରେ ଉତୀର୍ଣ୍ଣ ହୋଇଥିବା ଜଣାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!