Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛତା ଧରି ଧାରଣାରେ ବସିଲେ ଛାତ୍ରଛାତ୍ରୀ

by ସଞ୍ଜୟ ସ୍ୱାଇଁ
October 7, 2021
in State
ଛତା ଧରି ଧାରଣାରେ ବସିଲେ ଛାତ୍ରଛାତ୍ରୀ
123
VIEWS
Share on FacebookShare on Twitter

ଗୋପାଳପୁର, (ବାଘୁଆବାର୍ତ୍ତା): ଆମେ ୩ ମାସରୁ ବି କମ୍ ସମୟ ହଷ୍ଟେଲ୍‌ରେ ରହିଛୁ। କିନ୍ତୁ ବର୍ଷକ ପାଇଁ ହଷ୍ଟେଲ୍‌ ଫି’ ଜମା କରିଛୁ। ଯେତିକି ଦିନ ହଷ୍ଟେଲରେ ରହିଛୁ, ସେତିକି ଦିନର ଅର୍ଥ କାଟି ବଳକା ଅର୍ଥ ରି-ଆଡ୍‌ମିଶନ୍ ଫି ଜମା ବେଳେ ଆଡଜଷ୍ଟ କରାଯାଉ। ଏଭଳି ଦାବି ନେଇ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଛାତ୍ରାବାସ ଛାତ୍ରୀନିବାସର ଅନ୍ତେବାସୀ, ଅନ୍ତେବାସିନୀମାନେ ଗୁରୁବାର ପ୍ରାଶାସନିକ ଭବନ ଆଗରେ ଧାରଣା ଦେଇଛନ୍ତି। ଖରାକୁ ଖାତିର ନକରି ସେମାନେ ଛତା ମୁଣ୍ଡାଇ ମାର୍ବଲ ଟାଇଲ୍ ଚଟାଣ ଉପରେ ମଧ୍ୟାହ୍ନ ୧୨ଟାରୁ ଧାରଣା ଜାରି ରଖିଛନ୍ତି। ହଷ୍ଟେଲ କର୍ତ୍ତୃପକ୍ଷ ୫୦୦ ଟଙ୍କା ଫି କଟାଯାଇଛି, ଆହୁରି ୧ ହଜାର ଟଙ୍କା ହ୍ରାସ ନେଇ ବିଚାର କରାଯିବ ବୋଲି ଆଶ୍ୱାସନା ଦେଇଥିଲେ ହେଁ ରାଜି ହୋଇ ନାହାନ୍ତି ହଷ୍ଟେଲ୍‌ରେ ରହୁଥିବା ଛାତ୍ରଛାତ୍ରୀ। କୁଳପତି ପ୍ରଫେସର୍ ଗୋବିନ୍ଦ ଜେ.ଚକ୍ରପାଣି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ହେଁ ସୁଫଳ ମିଳିନି। ରିପୋର୍ଟ ଲେଖାଯିବା ବେଳକୁ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି। ମଙ୍ଗଳବାର ଅପରାହ୍ନରେ ଛାତ୍ରଛାତ୍ରୀମାନେ ୱାର୍ଡନଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଥିଲେ। କିନ୍ତୁ କୌଣସି ସୁଫଳ ନମିଳିବାରୁ ସେମାନେ ଗୁରୁବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!