Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଲିସ ଗାଡ଼ି ଦେଖି ଦୌଡିଲେ, କୂଅରେ ପଡି ଜୀବନ ଗଲା

by ସଞ୍ଜୟ ସ୍ୱାଇଁ
May 19, 2021
in Lifestyle, State
ପୋଲିସ ଗାଡ଼ି ଦେଖି ଦୌଡିଲେ, କୂଅରେ ପଡି ଜୀବନ ଗଲା
743
VIEWS
Share on FacebookShare on Twitter

ଢେଙ୍କାନାଳ (ବାଘୁଆବାର୍ତ୍ତା): ମୋବାଇଲ ଦେଖିବାରେ ବ୍ୟସ୍ତ ଥିବା ମେଧାବୀ ଇଂଜିନିୟରିଂ ଛାତ୍ର ପୁଲିସ ଗାଡି ଦେଖି ଜାଣିପାରିନଥିଲେ କଣ କରିବ । ଗାଡି ଲାଇଟ ଦେଖି ଅନ୍ଧାରୁଆ ଦୌଡିବା ଯୋଗୁ ପରିତ୍ୟକ୍ତ କୂଅରେ ପଡିଯାଇ ମୃତ୍ୟୁବରଣ କରିଛନ୍ତି । ନିହଲ ପ୍ରସାଦ ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ପିଙ୍ଗୁଆ ଗ୍ରାମର ହୂଷିକେଶ ବାରିକଙ୍କ ପୁଅ ବିଭୂଚନ୍ଦ୍ର ବାରିକ (୨୦) ମଙ୍ଗଳବାର ସନ୍ଧ୍ୟାରେ ପିଙ୍ଗୁଆରୁ ମଂଜୁରୀପଡା ରାସ୍ତାରେ ପାଟଣାସାହି ରାସ୍ତାକଡ଼ରେ କଲଭର୍ଟ ଉପରେ ସାଥୀମାନଙ୍କ ସହ ବସି ମୋବାଇଲ ଦେଖୁଥିଲେ । ନିହାଲପ୍ରସାଦ ପୁଲିସ ସେମାନଙ୍କୁ ତାଗିତ କାରି ମଞ୍ଜୁରୀପଡା ଆଡକୁ ଯାଇଥିଲେ । ମଂଜୁରୀପଡା ପଟରୁ ଏକ ଗାଡି ଆସିବାର ଦେଖି ମୋବାଇଲ ଦେଖୁଥିବା ଯୁବକ ଦୌଡିବା ଆରମ୍ଭ କରିଥିଲେ । ବିଭୁଚନ୍ଦ୍ର ଅନ୍ଧାରୁଆ କୂଅରେ ପଡିଯାଇଥିଲେ । ପରିବାର ଲୋକ ବହୁ ସମୟ ଖୋଜାଖୋଜି କରିବା ପରେ କୂଅରେ ପଡିଥିବାର ସନ୍ଦେହ କରି ଗଁଦିଆ ଅଗ୍ନିଶମ ସଂସ୍ଥାକୁ ଖବର ଦେଇଥିଲେ । ଶବକୁ ଉଦ୍ଧାର କରାଯାଇ ଢେଙ୍କାନାଳରେ ବ୍ୟବଛେଦ କରାଯିବାକୁ ନିଆଯାଇଛି । ବିଭୂଚନ୍ଦ୍ର ଜଣେ ଗରିବ ମେଧାବୀ ବିଦ୍ୟାର୍ଥୀ ବଡ଼ କଷ୍ଟରେ ଇଂଜିନିୟରିଂ କଲେଜରେ ପଢୁଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!