Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାଁ ଭିତରେ ପାଇପ ଯୋଗେ ପାଣି ଆସିବ କହି ସାଧା କାଗଜରେ ଦସ୍ତଖତ କରାଇ ପରେ ବ୍ରଏଲର ଫାର୍ମକୁ ଅନୁମତି

by ସଞ୍ଜୟ ସ୍ୱାଇଁ
August 9, 2021
in State
ଗାଁ ଭିତରେ ପାଇପ ଯୋଗେ ପାଣି ଆସିବ କହି ସାଧା କାଗଜରେ ଦସ୍ତଖତ କରାଇ ପରେ ବ୍ରଏଲର ଫାର୍ମକୁ ଅନୁମତି
261
VIEWS
Share on FacebookShare on Twitter

ପାଟଣା, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅଙ୍କୁରା ଗ୍ରାମର ଝପାସାହିରେ ହେବାକୁ ଯାଉଥିବା ଏକ ବ୍ରଏଲର ଫାର୍ମକୁ ଗ୍ରାମାବାସୀ ବିରୋଧ । ଏହାସହ ସ୍ଥାନୀୟ ସରପଞ୍ଚ ରଞ୍ଜୁଲତା ନାଏକ ବିନା ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡଙ୍କ ଅନୁମତିରେ ଏଠାରେ କୁକୁଡ଼ା ଫାର୍ମ ନିର୍ମାଣ ପାଇଁ ଅନୁମତି ଦେଇଥିବା ଅଭିଯୋଗ କରିଛନ୍ତି । ଏଥିସହ ସରପଞ୍ଚ କିଛି ଲୋକଙ୍କୁ ପାଇପ ଯୋଗେ ପାଣି ଆସିବ କହି ସାଧା କାଗଜରେ ଦସ୍ତଖତ କରାଇବା ପରେ ବ୍ରଏଲର ଫାର୍ମକୁ ଅନୁମତି ଦେଇଥିବା ଅଭିଯୋଗ ଆଣିଛନ୍ତି । ଏଠାରେ ହେବାକୁ ଯାଉଥିବା ୧୩ହଜାର କ୍ଷମତା ସମ୍ପନ୍ନ କୁକୁଡ଼ା ଫାର୍ମ ହେଲେ ସାହି ଲୋକେ ସ୍ବାଭାବିକ ଜୀବନ ଯାପନ କରିପାରିବେ ନାହିଁ ତା ଛଡ଼ା ଦୁର୍ଗନ୍ଧ ଓ କୁକୁଡ଼ା ଫାର୍ମରୁ ନିର୍ଗତ ହେବା ବର୍ଜ୍ୟବସ୍ତୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ଅଭିଯୋଗ ଆଣି ବିରୋଧ କରିଛନ୍ତି । ଏସମ୍ପର୍କରେ ଗ୍ରାମବାସୀ ସଭା କରି ସରପଞ୍ଚଙ୍କୁ ଡକାଇ ଥିଲେ ମଧ୍ୟ ସେ ନ ଆସି ତାଙ୍କ ସ୍ବାମୀ ଆସିଥିବାରୁ ଗ୍ରାମବାସୀଙ୍କ ପ୍ରଶ୍ନବାଣରେ ଘାଇଲା ହୋଇଥିଲେ । ଆଗକୁ ଯଦି ଉକ୍ତ ଜାଗାରେ କୁକୁଡ଼ା ଫାର୍ମ ହୁଏ ତେବେ ପଞ୍ଚାୟତ କାର୍ୟ୍ୟାଳୟ ଓ ବ୍ଲକ କାର୍ୟ୍ୟାଳୟ ଘେରାଉ କରିବେ ବୋଲି ଝପାସାହି ବାସିନ୍ଦା ଚେତାବନୀ ଦେଇଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!