Wednesday, January 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଟକିଲା ୨ଟି ବାଲ୍ୟ ବିବାହ

by ସଞ୍ଜୟ ସ୍ୱାଇଁ
April 29, 2025
in Nayagarh, State
ଅଟକିଲା ୨ଟି ବାଲ୍ୟ ବିବାହ
361
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଶିଶୁ ସୁରକ୍ଷା ବିଭାଗ ଅଧିନସ୍ଥ ଚାଇଲ୍ଡ ହେଲ୍ପ ଲାଇନ, ସିଡିପିଓ ଓ ପୁଲିସ ଟିମ ମିଳିତ ଚଢ଼ାଉ କର ୨ଟି ବାଲ୍ୟ ବିବାହକୁ ରୋକିଛନ୍ତି । ସେଥିମଧ୍ୟରୁ ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଏକ ଗାଁରେ ଜଣେ ନାବାଳିକାଙ୍କୁ ବିବାହ ପାଇଁ ସ୍ଥିର ହୋଇଥିଲା । ସେହିଭଳି ଭାବେ ଓଡ଼ଗାଁ ଅଞ୍ଚଳର ଜଣେ ନାବାଳିକଙ୍କୁ ବିବାହ କରାଇବା ପାଇଁ ନୂଆଗାଁ ଥାନା ଥୁଆବାରୀ ଗ୍ରାମରେ ରଖାଯାଇଥିଲା । ୨ ନାବାଳିକାକୁ ଉଦ୍ଧାର କରାଯାଇ ସିଡବ୍ଲ୍ୟୁସିରେ ହାଜର କରାଯାଇଛି । ସେଠାରୁ ନାବାଳିକା ଦୁଇ ଜଣଙ୍କୁ ସଖି କେନ୍ଦ୍ରରେ ରଖାଯାଇଛି । ଏହି ଚଢ଼ାଉରେ ଚାଲଡ୍ଡ ହେଲ୍ପ ଲାଇନ ସଦସ୍ୟ ଅଳକା ପାହାଡା ସିଂ, ଗୌରବ ରାଉତ, ସିଡିପିଓ ଓ ପୁଲିସ ସାମିଲ ହୋଇଥିବା ସୂଚନା ମିଳିଛି ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!