Sunday, June 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୩ ଦିନ ହେଲା ଉଠାଇ ନେଇଥିଲା ପୁଅ, ଆଜି ଉଠାଇ ଆଣିଲା ଚାଇଲ୍ଡ ଲାଇନ

by Anil Panda
September 21, 2020
in Nayagarh
୩ ଦିନ ହେଲା ଉଠାଇ ନେଇଥିଲା ପୁଅ, ଆଜି ଉଠାଇ ଆଣିଲା ଚାଇଲ୍ଡ ଲାଇନ
2.2k
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ଝୋଲା ଫାଣ୍ଡି ଅନ୍ତର୍ଗତ ବେରୁଆଁବାରି ଗ୍ରାମରେ ଆଜି ହୋଇଥାନ୍ତ ବାହାଘର । ୧୬ ବର୍ଷିୟ ନାବାଳିକାକୁ ଏହି ଗ୍ରାମର କୁଞ୍ଜ ନାୟକଙ୍କ ପୁଅ ଆଲୋକ ନାୟକ ୩ ଦିନ ହେଲା ଉଠାଇ ନେଇ ଘରେ ରଖିଥିଲା । ଝିଅ ପରିବାର ମଧ୍ୟ ବିବାହ ଘଟଣାକୁ ଜାଣି ଅଜଣାର ଅଭିନୟ କରୁଥିଲେ । କୈାଣସି ସୁତ୍ରରୁ ଖବରପାଇ ଚାଇଲ୍ଡ ଲାଇନ୍ ସଦସ୍ୟ ଚନ୍ଦ୍ର ଶେଖର ବେହେରା, ସ୍ୱର୍ଣ୍ଣଲତା ସାହୁ ଏବଂ ବାହାଡ଼ଝୋଲା ଫାଣ୍ଡି ପୁଲିସ ରମେଶ ଚନ୍ଦ୍ର ସାହୁ ବେରୁଆଁବାରି ଗ୍ରାମରେ ପହଂଚି ବିବାହ ଅଟକାଇ ଥିବା ସୂଚନ ମିଳିଛି । ଏଥିସହିତ ନାବାଳିକାକୁ ଉଦ୍ଧାର କରାଯାଇ ସିଡବ୍ଲ୍ୟୁସି ଅଧକ୍ଷ ସ୍ୱଦେଶ ମିଶ୍ରଙ୍କ ପାଖରେ ହାଜର କରାଯାଇଥିବା ବେଳେ ସେଠାରୁ ତପସ୍ୟାରେ ରଖାଯାଇଛି । ଜିଲ୍ଲାରେ ଚଳିତ ମାସରେ ୩ଟି ନାବାଳିକା ବିବାହକୁ ଅଟକା ଯାଇଥିବା ଜଣାଯାଇଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!