Wednesday, July 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁରୀ ମହୋଦଧିରୁ ମିଳିଲା ଏକ ଭାସମାନ ପଥର

by ସଞ୍ଜୟ ସ୍ୱାଇଁ
October 18, 2021
in State
ପୁରୀ ମହୋଦଧିରୁ ମିଳିଲା ଏକ ଭାସମାନ ପଥର
131
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ପୁରୀ ମହୋଦଧିରୁ ଏକ ଭାସମାନ ପଥର ପାଇଛନ୍ତି ପୁରୀ ମାଟିଆପଡା ଲେନ୍‌-୫ ଯୋଗମାୟା କଲୋନିର ଜଣେ ଯୁବକ । ସୋସିଆଲ ମିଡିଆରେ ଯୁବକ ଜଣକ ପାଇଥିବା ଏହି ପଥରକୁ ଦେଖାଇବା ପରେ ଘଟଣା ସାମ୍ନାକୁ ଆସିଛି । ଯୁବକଙ୍କ ନାମ ସୁରେନ୍ଦ୍ର କୁମାର ଜାଲି । ସେ ଜଣେ ଅଟୋ ଚାଳକ । ଗତକାଲି ଠାକୁରାଣୀ ଭସାଣ ସାରି ମହୋଦଧିରୁ ଆସିବାକୁ ବାହାରିବା ବେଳେ ପଥରଟି ଭାସି ଭାସି ଆସି ତାଙ୍କ ନିକଟରେ ଲାଗିଥିଲା । ଯାହାକୁ ପାଇବା ପରେ ସେ ଏହାକୁ ଆଣି ଘରେ ରଖିଥିଲେ । ପଥରଟିକୁ ମାର୍କଣ୍ଡେୟ ପୁଷ୍କରିଣୀରେ ଭସାଇ ଏହା ଏକ ଅଲୌକିକ ପଥର ଓ ରାମ ସେତୁ ନିକଟରୁ ଆସିଥିବା ଅନୁମାନ କରି ଏହାର ଅଧିକ ଗବେଷଣା କରାଯିବା ଉଚିତ୍‌ ବୋଲି ଶମ୍ଭୁନାଥ ଖୁଣ୍ଟିଆଙ୍କ ସହ ଶ୍ରୀ ଜାଲି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!