Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହାଇସ୍କୁଲରୁ କମ୍ପ୍ୟୁଟର ଚୋରି

by ସଞ୍ଜୟ ସ୍ୱାଇଁ
October 3, 2018
in Society
45
VIEWS
Share on FacebookShare on Twitter

ଓଡ଼ଗାଁ (ବାଘୁଆବାର୍ତ୍ତା ବ୍ୟୁରୋ): ଗ୍ରୀଷ୍ମ ଅବକାଶ ପାଇଁ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବା ବେଳେ ଏହାର ସୁଯୋଗ ନେଇ କେହି ଦୁବୃର୍ତ ଓଡଗାଁ ଥାନା ବାହାଡାଝୋଲା ଫାଣ୍ଡିର ବାହାଡାଝୋଲା ହାଇସ୍କୁଲରୁ କମ୍ପ୍ୟୁଟର ଚୋରାଇ ନେଇଥିବା ଥାନାରେ ଅଭିଯୋଗ ହୋଇଛି ।

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ କୁମାର ସାହୁଙ୍କ ଅଭିଯୋଗ ଅନୁସାରେ ମାଟ୍ରିକ ପରିକ୍ଷାଦେଇଥିବା ପିଲା ମାନଙ୍କର ସାର୍ଟିଫିକେଟ ଦେବାକୁ ସକାଳେ ସ୍କୁଲକୁ ଯାଇଥିଲେ । କମ୍ପ୍ୟୁଟର ରୁମରେ ଲାଗିଥିବା ଲୁହାଗିଲ୍ର ର ତାଲା ଭାଙ୍ଗିଥିବା ଦେଖି ଗଲାବେଳକୁ କୋଠରିରୁ କମ୍ପ୍ୟୁଟର ଏବଂ ଆନୁସଂଗିକ ଯନ୍ତ୍ରାସ ଗୁଡିକ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ଓଡଗାଁ ଥାନାରେ ଅଭିଯୋଗ ହେବା ପରେ ସବ-ଇନିସ୍ପେକ୍ଟର ବଂଶୀଧର ବିଶ୍ୱାଳ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରିଥିଲେ । ଏହିପରି ଭାବେ ବାହାଡାଝୋଲା ଅନ୍ତର୍ଗତ ବନ୍ତଳା ନୋଡାଲ ସ୍କୁଲରୁ ୪ଟି କମ୍ପ୍ୟୁଟର ମନିଟର ଚୋରି ହୋଇଥିବା ନେଇ ମେ ୧୬ ତାରିଖରେ ଓଡଗାଁ ଥାନାରେ ଅଭିଯୋଗ ହୋଇଥିଲା । ଗୋଟିଏ ପକ୍ଷରେ ଗ୍ରୀଷ୍ମ ଅବକାଶ
ଯୋଗୁଁ ବିଦ୍ୟାଳୟ ଗୁଡିକ ଛୁଟି ଥିବା ବେଳେ ଅନ୍ୟ ପକ୍ଷରେ ବାହାଡାଝୋଲା ଫାଣ୍ଡିରେ ଅଫିସର ପଦବି ଖାଲିଥିବା କାରଣରୁ ଦୁବୃର୍ତ୍ତ ମାନଙ୍କ ପାଇଁ ସୁଯୋଗ ସୃଷ୍ଟିକରିଛି ।

Leave a Reply Cancel reply

Your email address will not be published. Required fields are marked *

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!