Friday, October 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୃଷି ଓ କୃଷକଙ୍କ ପାଇଁ ଲକ୍‌ଡାଉନ୍ କୋହଳ : ମନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
April 13, 2020
in Feature News
‘ଜନତା କର୍ଫ୍ୟୁ’କୁ ଅରୁଣଙ୍କ ସମର୍ଥନ, ଘରୁ ନବାହାରିବାକୁ ଅନୁରୋଧ
19
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟ ସରକାର ଲକ୍‌ଡାଉନ୍ ଅବଧିକୁ ବୃଦ୍ଧି କରିଥିବା ବେଳେ ଏହା କୃଷି ଓ କୃଷକଙ୍କ ପାଇଁ କୋହଳ କରାଯାଇଥିବା ନେଇ ଆଜି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପଶୁ ପାଳନ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ସାମାଜିକ ଦୂରତା ରକ୍ଷା କରି କୃଷକମାନେ ନିଜ ଜମିରେ ଫସଲ ଅମଳ କରିବାରେ କୈାଣସି ଅସୁବିଧା ନାହିଁ । ଚଳିତ ବର୍ଷର ରବି ଫସଲ ଅମଳ ଚାଲିଛି ଆଗାମୀ ଖରିଫ ଋତୁ ପାଇଁ ଚାଷୀ ପ୍ରସ୍ତୁତି କରିବ ତେଣୁ ଚାଷ କାର୍ଯ୍ୟରୁ ଲକ୍‌ଡାଉନ୍ ହଟା ଯାଇଥିବା ନେଇ ମନ୍ତ୍ରୀ କହିଛନ୍ତି । ଉଦ୍ୟାନ ବିଭାଗ ଏବଂ ମତ୍ସ୍ୟ ବିଭାଗରେ ମଧ୍ୟ ଲକ୍‌ଡାଉନ୍ କୋହଳ କରାଯାଇଛି । ମତ୍ସ୍ୟ ଚାଷୀମାନେ ତାଙ୍କର ମତ୍ସ୍ୟ ପାଳନ କରିବା ସହ ବଜାରରେ ପହଂଚାଇବା ନେଇ ଯେପରି କୈାଣସି ବାଧା ନଉପୁଜେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । କୃଷକମାନେ ରାଜ୍ୟର ମେରୁଦଣ୍ଡ, ରାଜ୍ୟ ସରକାର କୃଷକମାନଙ୍କ ପ୍ରତି ଗୁରୁତ୍ୱ ଦେଇ ଚାଷ କାର୍ଯ୍ୟରେ ବ୍ୟବହୃହ ଯାନ ଚଳାଚଳ କରିବାକୁ ଅନୁମତି ଦେଇଛନ୍ତି । ଏଥିସହିତ ମନରେଗାରେ ପ୍ରତ୍ୟେକ ଗ୍ରାମାଞ୍ଚଳରେ କାମ କରାଯିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!