Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରପାରିରେ ଅଭିନେତ୍ରୀ ଶ୍ରୀପଦା

by ସଞ୍ଜୟ ସ୍ୱାଇଁ
May 6, 2021
in Lifestyle, NATIONAL NEWS
ପରପାରିରେ ଅଭିନେତ୍ରୀ ଶ୍ରୀପଦା
539
VIEWS
Share on FacebookShare on Twitter

ମୁମ୍ବାଇ (ବାଘୁଆବାର୍ତ୍ତା): ବଲିଉଡରେ ଲାଗିଛି କରୋନାର ଗ୍ରହ । ଗୋଟିଏ ଗୋଟିଏ ଜୀବନ ନେବାରେ ଲାଗିଛି କିଲର ଭାଇରସ । ଜଣାଶୁଣା ଅଭିନେତ୍ରୀ ଶ୍ରୀପ୍ରଦାଙ୍କର କରୋନାରେ ଦେହାନ୍ତ ହୋଇଛି । ସେ ଗତ ଦିନ ହେବ କରୋନା ଜୀବାଣୁ ସଂକ୍ରମିତ ହୋଇଥିଲେ । ୮୦ ଏବଂ ୯୦ ଦଶକରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଶ୍ରୀପଦା ‘ଆଗ କେ ଶୋଲେ’, ‘ଖୁନ କି ପ୍ୟାସି’, ‘ବେୱଫା ସନମ’, ‘ଟାଇମ କି ସ୍ପିଡ’ ଭଳି ଅନେକ ବଲିଉଡ ଚଳଚ୍ଚିତ୍ରରେ କାମ କରିଛନ୍ତି । ସିନେମା ଏବଂ ଟିଭି ଆର୍ଟିଷ୍ଟ ଆସୋସିଏସନ (ସିନଟା) ର ସାଧାରଣ ସମ୍ପାଦକ ଅମିତ ବହଲ ଶ୍ରୀପ୍ରଦାଙ୍କୁ ମୃତ୍ୟୁକୁ ନେଇ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି, କୋଭିଡର ଦ୍ୱିତୀୟ ଲହର ଶ୍ରୀପଦାଙ୍କ ଉପରେ ଭାରି ପଡିଥିଲା । ସେ ଆହୁରି କହିଛନ୍ତି ତାଙ୍କ କ୍ୟାରିଅରରେ ଶ୍ରୀପ୍ରଦା ପ୍ରାୟ ୭୦ଟି ଚଳଚ୍ଚିତ୍ରରେ କାମ କରିଥିଲେ । ହିନ୍ଦୀ ବ୍ୟତୀତ ସେ ଶ୍ରୀପଦାରୁ ଭୋଜପୁରୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ଶ୍ରୀପ୍ରଦା ୧୮୮୯ ସୁପରଷ୍ଟାର ଧର୍ମେନ୍ଦ୍ର ଏବଂ ସ୍ୱର୍ଗତ ବିନ୍ନୋଦ ଖାନ୍ନାଙ୍କ ଚଳଚିତ୍ର ବଟୱାରାରେ ମଧ୍ୟ କାମ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!