Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ତ୍ରୀ କୁ ହତ୍ୟାକରୀ ସ୍ଵାମୀ ର ଆତ୍ମହତ୍ୟା ପୁଲିସ ର ତଦନ୍ତ ଚାଲିଛି

by Sanjay Swain
April 27, 2021
in Accident, Crime
ସ୍ତ୍ରୀ କୁ ହତ୍ୟାକରୀ ସ୍ଵାମୀ ର ଆତ୍ମହତ୍ୟା ପୁଲିସ ର ତଦନ୍ତ ଚାଲିଛି
284
VIEWS
Share on FacebookShare on Twitter

ନବରଙ୍ଗପୁର (ବାଘୁଆବାର୍ତ୍ତା): ସ୍ତ୍ରୀ କୁ ହତ୍ୟାକରୀ ସ୍ଵାମୀ ର ଆତ୍ମହତ୍ୟା ଅଭିଯୋଗ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ବାଙ୍କୁଲି ପଞ୍ଚାୟତ ଭଣ୍ଡିମାଳ ଗ୍ରାମ ରେ ଘଟଣା। ହତ୍ୟାକାଣ୍ଡ ର କାରଣ ସ୍ପଷ୍ଟ ହେଇଛି ‌ । ମୃତ ସ୍ତ୍ରୀ ପାର୍ବତୀ ଜାନି ଏବଂ ସ୍ଵାମୀ ନୀଲଧନ ଜାନି ଘରୁ ୧୦୦ ମିଟର ଦୁରରେ ଏକ ଏଭଳି ଘଟଣା ଘଟିଛି । ସ୍ତ୍ରୀ କୁ ଟାଙ୍ଗିଆରେ ଆଣି ହତ୍ୟା କରିବା ପରେ ଗଛରେ ଦୈାଡି ଲଗାଇ ସ୍ଵାମୀ ଆତ୍ମହତ୍ୟା କରିଛି । ସୂଚନାଯୋଗ୍ୟ ମୃତ୍ୟୁ ଦମ୍ପତି ଦୁହେଁ ତାଙ୍କ ଭଉଣୀ ଘର ଭଣ୍ଡିମାଳ କୁ ଆସିଥିଲେ । ତାଙ୍କର ନିଜ ଘର ଝରିଗାଁ ବ୍ଲକ ଡୁମରଓଡା ସେହି ଗାଁରୁ ସେମାନେ ତାଙ୍କ ଭଉଣୀ ଘରକୁ ପରିବାର ସହିତ ଆସିଥିଲେ । ଏବଂ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଦୁଇ ଜଣ ଘରୁ ବାହାରି ଯାଇଥିଲେ କୈାଣସି କାରଣରୁ ବତସା ହୋଇ ବାହାରି ଯାଇଥିଲେ ଭଳି ସୂଚନା ମିଳିଛି । ତାପରେ ଯେତେବେଳେ ଆଜି ସକାଳୁ ଦେଖିବାକୁ ମିଳିଥିଲା । ଦୁଇ ଜଣଙ୍କ ଶବ । ଜଣଙ୍କ ଶବ ଗୋଟିଏ ଗଛ ଉପରେ ଝୁଲି ରହିଥିଲା ଏବଂ ଅନ୍ୟ ଜଣଙ୍କ ଶବ ତଳେ ରକ୍ତାକ୍ତ ହୋଇ ପଡ଼ିରହିଥିଲା।ସ୍ତ୍ରୀ ପାର୍ବତୀ ଜାନିଙ୍କ ଏବଂ ନିକଟର ଗଛରେ ସ୍ବାମୀ ନୀଲଧର ଜାନି ବେକରେ ଦୈାଡି ଦେଇ ଆତ୍ମହତ୍ୟା କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।ଯେତେବେଳେ ପ୍ରାଥମିକ ସ୍ତରରୁ ଜାଣିଲେତ ସେମାନେ ଅନୁମାନ କରୁଛନ୍ତି । ସ୍ତ୍ରୀ କୁ ଟାଙ୍ଗିଆରେ ହାଣିବା ପରେ ସ୍ଵାମୀ ନିଜେ ଆତ୍ମହତ୍ୟା କରିଛି ଭଳି ପରିବାର ଲୋକେ ଅନୁମାନ କରୁଥିବା ବେଳେ । ପୋଲିସ ଉକ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!