Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ, ଅଭୟଙ୍କୁ ଶ୍ରଦ୍ଧାଞ୍ଜଳୀ

by Anil Panda
August 29, 2020
in Nayagarh
ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ, ଅଭୟଙ୍କୁ ଶ୍ରଦ୍ଧାଞ୍ଜଳୀ
1.4k
VIEWS
Share on FacebookShare on Twitter

ସେଦିନ ଥିଲା ମଙ୍ଗଳବାର ସଂନ୍ଧ୍ୟା । ଖବର ଆସିଲା, ନୟାଗଡ଼ ସହରରେ ଅବସ୍ଥିତ ଡିଏଭି ସ୍କୁଲ ଅଧ୍ୟକ୍ଷଙ୍କ ପରଲୋକ ହୋଇଛି । ହଠାତ୍ ନୟାଗଡ଼ ସହରର ଲୋକଙ୍କ ମନରେ ଏକ ଛନକା ପଶି ଗଲା । ଅଭୟ ଭାଇ ଚାଲିଗଲେ ? ଏହି ପ୍ରଶ୍ନ ଅନେକଙ୍କ ମନ ଭିତରେ ସୃଷ୍ଟି ହେବା ସହ ଅଭୟଙ୍କୁ ଜାଣିଥିବା ଲୋକଙ୍କ ମଧ୍ୟରୁ କିଛି ଧାଇଁ ଯାଇଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ । କିଛି ସମୟ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅଭୟଙ୍କ ଘର ଲୋକାରୁଣ୍ୟ ହୋଇ ଉଠିଥିଲା । ଏହା ଭିତରେ ବର୍ଷେ ବିତିଗଲାଣି । କିନ୍ତୁ ଏବେ ବି ଅଭୟ ସମସ୍ତଙ୍କ ମନରେ ଏକ ଭିନ୍ନ ପୁରୁଷ ଭାବେ ପ୍ରତିପାଦିତ ହୋଇ ରହି ଯାଇଛନ୍ତି । ରାମସାହୁ ଗଳିରେ ଗଲା ବେଳେ ମନରେ ଚାଲି ଆସୁଛି ଅଭୟଙ୍କ ମୁହଁ । ଯିଏ ବି ତାଙ୍କୁ ଚିହ୍ନିଥିଲେ, ଡିଏଭି ନାଁ ଶୁଣିଲେ ତାଙ୍କ ଆଖିରେ ନାଚି ଉଠୁଛି ଅଭୟଙ୍କ ହସ । ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ । ନୟାଗଡ଼ ବାସୀଙ୍କ ମଧ୍ୟରୁ ଅନେକ ପ୍ରିୟ ଅଭୟ ଥିଲେ ପ୍ରଧାନ ପରିବାରର ଗର୍ବ ଓ ଗୈାରବ । ଆଜି ତାଙ୍କର ଶ୍ରାଦ୍ଧ ବାର୍ଷିକ ଅବସରରେ ପରିବାର ଓ ସଂମ୍ପର୍କୀୟଙ୍କ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିବା ବେଳେ ତାଙ୍କର ନିକଟତ୍ତମ ବନ୍ଧୁ ମାନେ ତାଙ୍କ ଆତ୍ମା ପରମଶାନ୍ତି ଲାଭ କରୁ ବୋଲି କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!