Saturday, June 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କ୍ରୀଡା କ୍ଷେତ୍ର ରେ ଆଉ ପାଦେ ଆଗକୁ ଯିବ ଦଶପଲ୍ଲା

by ସଞ୍ଜୟ ସ୍ୱାଇଁ
June 27, 2022
in Nayagarh, Sports, State
କ୍ରୀଡା କ୍ଷେତ୍ର ରେ ଆଉ ପାଦେ ଆଗକୁ ଯିବ ଦଶପଲ୍ଲା
288
VIEWS
Share on FacebookShare on Twitter

ନୟାଗଡ, (ବାଘୁଆବାର୍ତ୍ତା): ସମଗ୍ର ନୟାଗଡ ଜିଲ୍ଲାରେ ଦଶପଲ୍ଲା ଅଞ୍ଚଳ ଟି ଆଦିବାସୀ ଅଧ୍ୟୁଷିତ ଭାବେ ପରିଚିତ ଥିବା ବେଳେ ଅନେକ କ୍ରୀଡା ବିତ୍ ମଧ୍ୟ ରହିଛନ୍ତି ।ଯାହାକି ନିକଟରେ ଦଶପଲ୍ଲା ମାଟିର ଝିଅ ଝିଲି ଦଳବେହେରା ସାରା ଓଡ଼ିଶାରେ ନା କରି ଦଶପଲ୍ଲା ପାଇଁ ଗର୍ବ ଗୌରବ ଆଣିପାରିଛନ୍ତି।। ହେଲେ ବଣ ମଲ୍ଲି ବଣ ରେ ଫୁଟି ମଉଳି ଗଲା ଭଳି କ୍ରୀଡା କ୍ଷେତ୍ର ରେ କ୍ରୀଡା ର ପ୍ରତିଭା ମାନଙ୍କୁ ଉପଯୁକ୍ତ ତାଲିମ ବା ପ୍ରଶ୍ଚାହନ ନ ପାଇବାରୁ ଆଗକୁ ବଢ଼ି ପାରୁନାହାନ୍ତି । କିନ୍ତୁ ବର୍ତ୍ତମାନ ଦଶପଲ୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦା ସାହୁ, ୧୦ନମ୍ବର ଜୋନ୍ ଜିଲ୍ଲା ପରିଷଦ ଶ୍ରୀମତୀ ସତ୍ୟଭାମା ନାୟକ ଏବଂ ୯ନମ୍ବର ଜୋନ୍ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ବସନ୍ତ ପ୍ରଧାନ ଆଜି ଓଡ଼ିଶାର କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ ତୁଷାର କାନ୍ତି ବେହେରା ଙ୍କୁ ପ୍ରତ୍ୟକ୍ଷ ଭାବେ ସାକ୍ଷାତ୍ କରି ଦଶପଲ୍ଲା ଅଞ୍ଚଳ କେଉଁ ଭଳି କ୍ରୀଡା କ୍ଷେତ୍ର ରେ ଆଗକୁ ବଢିବ ସେ ଦିଗରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଥିଲେ ଏବଂ ନିଶ୍ଚିତ ଭାବେ ଦଶପଲ୍ଲା କୁ ସ୍ଵତନ୍ତ୍ର ଭାବେ ପ୍ରାଧାନ୍ୟ ଦିଆଯିବ ବୋଲି ଓଡ଼ିଶା ର କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ସ୍ପଷ୍ଟ କରି ମତାମତ ରଖିଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!