Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବକ୍ସିଂରେ ପୂଜା, ତୀରନ୍ଦାଜରେ ଦୀପିକାଙ୍କ କମାଲ

by ସଞ୍ଜୟ ସ୍ୱାଇଁ
July 28, 2021
in NATIONAL NEWS, Sports, WORLD
ବକ୍ସିଂରେ ପୂଜା, ତୀରନ୍ଦାଜରେ ଦୀପିକାଙ୍କ କମାଲ
102
VIEWS
Share on FacebookShare on Twitter

ଟୋକିଓ, (ବାଘୁଆବାର୍ତ୍ତା): ଟୋକିଓ ଅଲିମ୍ପିକ୍ସରେ ବୁଧବାର ପୁନର୍ବାର ଭାରତୀୟ ମହିଳା ଆଥଲେଟମାନେ ଭଲ ପ୍ରଦର୍ଶନ କରିଛନ୍ତି । ବକ୍ସିଂ ୭୫ କିଲୋଗ୍ରାମ ବିଭାଗରେ ପୂଜା ରାନୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଆଉ ଗୋଟିଏ ମ୍ୟାଚ ଜିତିଲେ ପଦକ ହାସଲ କରିବେ । ସେହିପରି ବ୍ୟାଡମଂଟନରେ ପିଭି ସିନ୍ଧୁ ଓ ତୀରନ୍ଦାଜରେ ଦୀପିକା କୁମାରୀ ସିଙ୍ଗଲ୍ସ ପ୍ରି-କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି । ପୂଜା ଆଲଜେରିଆର ଇଚରାକ ଚାଇବଙ୍କୁ ୫-୦ରେ ପରାସ୍ତ କରିଥିଲେ । ଗତକାଲି ୬୯ କିଗ୍ରା ବିଭାଗରେ ଲଭଲିନା ବୋରଗାହନ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇ ସାରିଛନ୍ତି । ଦୀପିକା ସିଙ୍ଗଲ୍ସ ବିଭାଗରେ ଆମେରିକାର ମୁସିନୋ ଫର୍ଣ୍ଣାଣ୍ଡିଜଙ୍କୁ ୬-୪ରେ ପରାସ୍ତ କରିଥିଲେ । ବ୍ୟାଡମିଂଟନ ପୁରୁଷ ସିଙ୍ଗଲ୍ସରେ ବିସାଇ ପ୍ରଣୀଥଙ୍କ ଅଭିଯାନ ଶେଷ ହୋଇଛି । ସେ ନେଦରଲାଣ୍ଡ ମାର୍କ କାଲଜାଉଙ୍କ ନିକଟରୁ ୧୪-୨୧, ୧୪-୨୧ରେ ପରାଜିତ ହୋଇଛନ୍ତି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!