Monday, July 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆତଙ୍କ ରଚିବ ସୌର ଝଡ଼, ୨୦୨୫ ରେ ଭୟଙ୍କର ହେବ ସୂର୍ଯ୍ୟ, ସର୍ବନାଶ ହୋଇପାରେ ଇଣ୍ଟରନେଟ ସେବା

by ସଞ୍ଜୟ ସ୍ୱାଇଁ
July 13, 2023
in WORLD
ଆତଙ୍କ ରଚିବ ସୌର ଝଡ଼, ୨୦୨୫ ରେ ଭୟଙ୍କର ହେବ ସୂର୍ଯ୍ୟ, ସର୍ବନାଶ ହୋଇପାରେ ଇଣ୍ଟରନେଟ ସେବା
264
VIEWS
Share on FacebookShare on Twitter

ୱାଶିଂଟନ, (ବାଘୁଆବାର୍ତ୍ତା): ୨୦୨୫ରେ ଭୟଙ୍କର ରୂପ ନେବ ସୂର‌୍ୟ୍ୟ । ସୃଷ୍ଟି ହୋଇପାରେ ଭୀଷଣ ସୌର ଝଡ । ୱାଶିଂଟନ ପୋଷ୍ଟରେ ଏଭଳି ଖବର ପ୍ରକାଶ ପାଇବା ପରେ ଏନେଇ ସମାନ ମତ ଦେଇଛନ୍ତି କାଲିଫର୍ଣ୍ଣ୍ରିଆ ୟୁନିଭର୍ସିଟି ଅଫ୍ କମ୍ପ୍ୟୁଟର ସାଇନ୍ସର ପ୍ରଫେସର ସଙ୍ଗୀତା ଅବଦୁ ଜ୍ୟୋତି ଓ ଆମେରିକା ନ୍ୟାସନାଲ ଓସେନିକ୍ ଆଣ୍ଡ୍ ଆଟମୋସ୍ପିୟରିକ୍ ଆଡମିନିଷ୍ଟେନର ବୈଜ୍ଞାନିକ । ଅନ୍ତର୍ଜାତୀୟ ଖବର ମୁତାବକ, ୨୦୨୫ରେ ଆସିବାକୁ ଥିବା ଏହି ସୌରଝଡ଼ ବିଶ୍ୱର ଯୋଗାଯୋଗ ବ୍ୟବସ୍ଥାକୁ ଅକଳ୍ପନୀୟ କ୍ଷତି ପହଞ୍ଚାଇବା ଆଶଙ୍କା ରହିଛି। କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ପ୍ରଫେସର ଏସ୍‌. ଅବ୍‌ଦୁ ଜ୍ୟୋତି କହିଛନ୍ତି, ଅତି ଚରମ ପର‌୍ୟ୍ୟାୟର ସୌରଝଡ଼ ସମ୍ଭାବନା ଥିବାରୁ ଏହାର କ୍ଷୟକ୍ଷତି କେତେ ବ୍ୟାପକ ହେବ ତାହା ଅନୁମାନ କରିହେବନାହିଁ। ସୌର ଝଡ଼ ଯୋଗୁଁ ରେଡିଓ ବ୍ଲାକ୍‌ଆଉଟ ତଥା ପାୱାର ଗ୍ରିଡ୍ ବିଫଳ ହୋଇଯିବ ବୋଲି ମଧ୍ୟ କେତେକ ବିଶେଷଜ୍ଞ କହିଛନ୍ତି। ଏହାସହ ଇଣ୍ଟରନେଟ୍ ସଭା ବିପର‌୍ୟ୍ୟସ୍ତ ହେବ ବୋଲି ସେ ଆକଳନ କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!