Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘର ଭିତରୁ ବାହାରିଲା ୧୦ ଫୁଟ୍ ଲମ୍ବାର ଏକ ଅଜଗର

by ସଞ୍ଜୟ ସ୍ୱାଇଁ
September 28, 2021
in State
ଘର ଭିତରୁ ବାହାରିଲା ୧୦ ଫୁଟ୍ ଲମ୍ବାର ଏକ ଅଜଗର
94
VIEWS
Share on FacebookShare on Twitter

ଫୁଲବାଣୀ, (ବାଘୁଆବାର୍ତ୍ତା): ଘର ଭିତରୁ ବାହାରିଲା ୧୦ ଫୁଟ୍ ଲମ୍ବାର ଏକ ଅଜଗର ସାପ। ଫୁଲବାଣୀ ସହର ନିକଟ କୁଟୀବାରୀ ଗ୍ରାମର ମହେନ୍ଦ୍ର ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘର ଭିତରେ ଏକ ଅଜଗର ସାପ କେଉଁଠୁ ପଳାଇ ଆସି ଲୁଚି ରହିଥିଲା। ଏହା ଜାଣି ପାଣି ମହେନ୍ଦ୍ର ବେହେରାଙ୍କ ପରିବାର ତୁରନ୍ତ ଫୁଲବାଣୀର ଟିମ୍ ହ୍ୟୁମାନିଟିର ସ୍ନେକ ହେଲପ ଲାଇନ ସଦସ୍ୟ ମାନଙ୍କୁ ଖବର ଦେଇଥିଲେ। ଖବର ପାଇ ହେଲପ୍ ଲାଇନର କର୍ମଚାରୀ ତାଙ୍କ ଘରେ ପହଞ୍ଚିଥିଲା। ସ୍ନେକ କ୍ୟାଚର ଭି.ଜଗନ୍ନାଥ ରାଜୁ, ସାଇରାମ ପାତ୍ର ଏବଂ ପ୍ରଫୁଲ୍ଲ କୁମାର ପୃଷ୍ଟି ପ୍ରମୁଖ ମହେନ୍ଦ୍ରଙ୍କ ଘରେ ପହଞ୍ଚିଥିଲେ। ତାପରେ ଏହି ତିନି ଜଣିଆ ଟିମ୍ ଘର ଭିତରୁ ଅଜଗର ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହା ପରେ ସେମାନେ ଫୁଲବାଣୀ ବନ ବିଭାଗ କର୍ମଚାରୀ ମାନଙ୍କୁ ଜଣାଇବା ପରେ ନିକଟସ୍ଥ ଜଙ୍ଗଲକୁ ନେଇ ଅଜଗର ସାପକୁ ଛାଡ଼ିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!