କଳାହାଣ୍ଡି, (ବାଘୁଆବାର୍ତ୍ତା): ବୋଲେରୋରେ ଚାଲାଣ ହେଉଥିଲା ଗଞ୍ଜେଇ । ଖବର ପାଇ କେସିଙ୍ଗା ପୋଲିସ ଚଢାଉ କରି ୮୯ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରିଛି। ବୋଲେରୋରେ ଗଞ୍ଜେଇ ବାଲିଗୁଡ଼ାରୁ ଖଡ଼ିଆଳ ଚାଲାଣ ହେଉଥିଲା । ଖବର ପାଇ ଅମାଠ ଛକ ନିକଟ ରେ ବୋଲେରୋ ଯାଞ୍ଜ କରିଥିଲା ପୋଲିସ। ବୋଲେରୋ ଭିତରୁ ମୋଟ ୮୯ କେଜି ଗଞ୍ଜେଇ ପୋଲିସ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି।





