Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭଉଣୀର ଗଳା କାଟି ନିର୍ମମ ଭାବେ ହତ୍ୟା କଲା ଭାଇ

by ସଞ୍ଜୟ ସ୍ୱାଇଁ
January 16, 2025
in Crime, State
ଭଉଣୀର ଗଳା କାଟି ନିର୍ମମ ଭାବେ ହତ୍ୟା କଲା ଭାଇ
151
VIEWS
Share on FacebookShare on Twitter

ଆସିକା, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ଆସିକା ଥାନା ଗୁଣ୍ଠପଡ଼ା ପଞ୍ଚାୟତ ରାଇପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ନିଜ ମାଆ ପେଟର ଭଉଣୀକୁ ଶିଳରେ ଛେଚିବା ସହ ଛୁରୀରେ ଗଳା କାଟି ନିର୍ମମ ଭାବେ ହତ୍ୟା କରିଛି ଭାଇ । ମୃତକ ଭଉଣୀ ଜଣଙ୍କ ହେଲେ ୩୫ ବର୍ଷୀୟ ଲକ୍ଷ୍ମୀ ମହାନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ମୃତକ ଲକ୍ଷ୍ମୀ ମହାନ୍ତି ଦୀର୍ଘଦିନ ହେଲା ନିଜ ମାଆ ତନୁ ପାତ୍ରଙ୍କ ଘରେ ରହୁଥିଲେ । ଗୁରୁବାର ସକାଳେ ମଝିଆ ଭାଇ ବାବାଜୀ ପାତ୍ର ଘରକୁ ଆସିବା ସହ ଭଉଣୀକୁ ମୋବାଇଲ୍‌ ମାଗିଥିଲେ । ପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ପରେ ଘରର କବାଟ ଦେଇ ଘର ଭିତରକୁ ପଶିଥିଲେ ।ପ୍ରଥମେ ଶିଳରେ ଭଉଣୀର ମୁଣ୍ଡକୁ ଛେଚି ଥିଲେ । ଯେଉଁଥିରେ ସେ ଗୁରୁତର ଭାବେ ପଡିରହିଥିଲେ । ଏହାପରେ ଏକ ଧାରୁଆ ଛୁରୀରେ ଲକ୍ଷ୍ମୀଙ୍କ ବେକ କାଟି ହତ୍ୟା କରିଥିଲେ । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ଆସିକା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପାରିବାରିକ କଳହରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସର ତଦନ୍ତ ପରେ ହିଁ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!