Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଦ୍ୟାଳୟରେ ଅନୁଷ୍ଠିତ ହେଲା କୁଷ୍ଠ ରୋଗ ନିରାକରଣ ସଚେତନତା କାର୍ଯକ୍ରମ

by ସଞ୍ଜୟ ସ୍ୱାଇଁ
April 5, 2024
in Health, Nayagarh, State
ବିଦ୍ୟାଳୟରେ ଅନୁଷ୍ଠିତ ହେଲା କୁଷ୍ଠ ରୋଗ ନିରାକରଣ ସଚେତନତା କାର୍ଯକ୍ରମ
113
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ କୁଷ୍ଠରୋଗ ନିରାକରଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l

କୁଷ୍ଠରୋଗ ଉପରେ ଏକ ବିସ୍ତୃତ ଆଲୋଚନଚକ୍ର ଯଥା କୁଷ୍ଠରୋଗର ଲକ୍ଷଣ, କୁଷ୍ଠରୋଗୀ ପ୍ରତି ଆଚାର ବ୍ୟବହାର, ଘୃଣାଭାବର ଊର୍ଦ୍ଧ୍ୱରେ ରହି ତାଙ୍କ ପ୍ରତି ସାମାଜିକ ଦାୟିତ୍ଵ ନିର୍ବାହନ ଓ ସରକାରୀ ଡlକ୍ତରଖlନାରେ ମିଳୁଥିବା ସରକାରୀ ଔଷଧ ସେବନ କରିବା ଦ୍ୱାରା ରୋଗର ନିରାକରଣ ମିଳିଥାଏ ବୋଲି କାର୍ଯକ୍ରମର ମୁଖ୍ୟ ସୂଚନା ଦେଇଥିଲେ l

ଯଦି ପ୍ରାରମ୍ଭିକ ସଚେତନତା ଅବଲମ୍ବନ କରାଯାଏ ତେବେ ରୋଗୀ ନିଜକୁ ଭିନ୍ନ ମନେ ନକରି ଶୀଘ୍ର ସୁସ୍ଥ ହେବାର ସୌଭାଗ୍ୟପ୍ରାପ୍ତ ହୋଇଥାଏ l ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସ୍ବାସ୍ଥ୍ୟବିଭାଗ କୁଷ୍ଠରୋଗ ନିରାକରଣ ବିଭାଗର ଡାକ୍ତର ଦେବଦୁର୍ଲ୍ଲଭ ନାୟକ ଯୋଗଦେଇ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସଚେତନତା ବାର୍ତ୍ତା ପ୍ରେରଣ କରିବା ସହିତ ଜିଲ୍ଲା କୁଷ୍ଠରୋଗ ବିଭାଗର କର୍ମଚାରୀ ଦେବବ୍ରତ ମିଶ୍ର ଶିବିର ପରିଚାଳନାରେ ସହଯୋଗ କରିଥଲେ l

ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚlଳନl କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ରାଉତ କାର୍ଯକ୍ରମ ପରିଶେଷରେ ଧନ୍ୟବାଦ୍ ଅର୍ପଣ କରିଥଲେ l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!