Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଫଳତା ପରେ ସିନ୍ଧୁଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ, ୩୦ ଲକ୍ଷ ଟଙ୍କାର ନଗଦ ରାଶି ଘୋଷଣା

by ସଞ୍ଜୟ ସ୍ୱାଇଁ
August 3, 2021
in NATIONAL NEWS, Sports
ସଫଳତା ପରେ ସିନ୍ଧୁଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ, ୩୦ ଲକ୍ଷ ଟଙ୍କାର ନଗଦ ରାଶି ଘୋଷଣା
117
VIEWS
Share on FacebookShare on Twitter

ତେଲେଙ୍ଗାନା, (ବାଘୁଆବାର୍ତ୍ତା): ଟୋକିଓ ଅଲିମ୍ପିକରେ ସଫଳତା ପରେ ସିନ୍ଧୁଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ତେବେ ଆନ୍ଧ୍ରପ୍ରଦେଶ ସରକାର ବ୍ୟାଡମିଣ୍ଟନ ସୁପରଷ୍ଟାରଙ୍କ ବହୁତ ପ୍ରସନ୍ନ ଅଛନ୍ତି । ତାଙ୍କ ସଫଳତାରେ ଖୁସି ହୋଇ ପୁରସ୍କୃତ କରିବାକୁ ଘୋଷଣା ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ ଜଗନମୋହନ ରେଡ୍ଡୀ ଅଧିକାରୀଙ୍କୁ କହିଛନ୍ତି ରାଜ୍ୟ ଖେଲ ନୀତି ମୁତାବକ ପୁରସ୍କାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିୟମ ଅନୁୟାୟୀ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୭୫ ଲକ୍ଷ, ରୌପ୍ୟ ପଦକ ବିଜେତାଙ୍କୁ ୫୦ ଲକ୍ଷ ଟଙ୍କା ଏବଂ ବ୍ରୋଞ୍ଜ ପଦକ ପାଇଁ ୩୦ ଲକ୍ଷର ନଗଦ ରାଶି ଦିଆଯାଇଥାଏ । ବନ୍ଦରଗାହ ସହର ବିଶାଖାପାଟନମରେ ବ୍ୟାଡମିଣ୍ଟନ ଏକାଡେମୀ ପ୍ରତିଷ୍ଠା ପାଇଁ ସିନ୍ଧୁଙ୍କୁ ଦୁଇ ଏକର ଜମି ଆବଣ୍ଟନ କରିବାକୁ ସରକାରଙ୍କ ନିର୍ଦ୍ଦେଶର ଏକ ନକଲ ମଧ୍ୟ ପ୍ରଦାନ କରିଛନ୍ତି । ସିନ୍ଧୁ ହେଉଛନ୍ତି ଆନ୍ଧ୍ରପ୍ରଦେଶ ସରକାରଙ୍କ କର୍ମଚାରୀ ଅଟନ୍ତି । ୨୦୧୬ରେ ରିଓ ଅଲିମ୍ପିକରେ ବିଜେତା ପରେ ପ୍ରୂ୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ଦେଇଥିଲେ । ହେଲେ ଏବେ ବର୍ତ୍ତମାନର ଏପି ସରକାର ୩୦ ଲକ୍ଷ ଟଙ୍କାର ନଗଦ ରାଶି ଘୋଷଣା କରିଛନ୍ତି । ଯାହାକି ପୂର୍ବ ତୁଳନାରେ କମ୍ ବୋଲି କୁହାଯାଉଛି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!