Sunday, December 14, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଙ୍ଗଲରେ ନିଆଁ ଲଗାଉଥିବା ଯୁବକ ଗିରଫ

by ସଞ୍ଜୟ ସ୍ୱାଇଁ
March 16, 2021
in Crime, State
ଶିମିଳିପାଳ ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ପଦକ୍ଷେପ
286
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ବନ ବିଭାଗକୁ ଅସ୍ତବ୍ୟସ୍ତ କରି ଦେଇଥିବା ଯୁବକକୁ ଆଜି ଗିରଫ୍ କରାଯାଇଛି । ଉକ୍ତ ଯୁବକ ଜଣକ ଶିମିଳିପାଳ ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଆଁ ଲଗାଉଥିଲା । ଯେଉଁଥି ପାଇଁ ବନ ବିଭାଗ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଅସ୍ତବ୍ୟସ୍ତ ହୋଇଥିଲେ । ବନ ବିଭାଗର ଅକ୍ଳାନ୍ତ ପରିଶ୍ରମ ଓ ରାଜ୍ୟ ସରକାର ଓଡ୍ରାଫ ଟିମ ନିୟୋଜନ କରିବା ପରେ ଶିମିଳିପାଳରୁ ନିଆଁ ଲିଭିଥିଲା । ଏହାକୁ ନେଇ ବନବିଭାଗ ତଦନ୍ତ ଆରମ୍ଭ କରିଥିଲା । ଯାହାଫଳରେ ଆଜି ଶିମିଳିପାଳରେ ନିଆଁ ଲଗାଇଥିବା ଯୁବକକୁ ଗିରଫ୍ କରିଛି ବନ ବିଭାଗ । ଉକ୍ତ ଅଭିଯୁକ୍ତ ଜଣକ ମୟୂରଭଞ୍ଜ ଶିମିଳିପାଣ ନିକଟସ୍ଥ ବଡ଼ଝାଡ଼ ଗାଁର ମାନସ ସିଂଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସେପଟେ ଶିମିଳିପାଳ ନିଆଁକୁ ନେଇ କେନ୍ଦ୍ରୀୟ ଦଳ କ୍ଷେତ୍ର ପରିଦର୍ଶନ କରି ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ନିଆଁ ଲିଭାଇବା ସଂପର୍କରେ ପରାମର୍ଶ ଦେଇଛନ୍ତି ବୋଲି ଟାସ୍କଫୋର୍ସ ମୁଖ୍ୟଙ୍କ ପକ୍ଷରୁ ପ୍ରେସ ରିଲିଜରେ ମାଧ୍ୟମରେ ଜଣାଇଛନ୍ତି ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!