Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜଙ୍କୁ ଦେଖିବା ପରେ ଚିହିଁକି ଉଠିଲେ ସ୍ତ୍ରୀ ଶିଳ୍ପା, କହିଲେ-‘ପରିବାରକୁ ବଦନାମ କରିଦେଲେ’

by ସଞ୍ଜୟ ସ୍ୱାଇଁ
July 27, 2021
in Crime, NATIONAL NEWS
ରାଜଙ୍କୁ ଦେଖିବା ପରେ ଚିହିଁକି ଉଠିଲେ ସ୍ତ୍ରୀ ଶିଳ୍ପା, କହିଲେ-‘ପରିବାରକୁ ବଦନାମ କରିଦେଲେ’
356
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ପର୍ଣ୍ଣୋଗ୍ରାଫି ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ମୁସ୍କିଲ କମିବାରେ ନାଁ ନେଉନି। ତାଙ୍କର ହ୍ବାଟସ୍ ଆପ୍ ଚାଟ୍, ଫୋନ୍ କଲ୍, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ସବୁ ରାଜ କୁନ୍ଦାଙ୍କ ଏହି ରାଜ ଖୋଲୁଛି। ସେହିଭଳି ରାଜଙ୍କ ସ୍ତ୍ରୀ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ ଜୁଲାଇ ୨୩ରେ ପଚରାଉଚରା କରାଯାଇଥିଲା। କ୍ରାଇମ ବ୍ରାଞ୍ଚ ଶିଳ୍ପାଙ୍କ ଘରକୁ ଯାଇ ରାଜଙ୍କ ପର୍ଣ୍ଣୋଗ୍ରାଫି କଣ୍ଟେଣ୍ଟ ତିଆରି କରିବା ଏବଂ ଏହାକୁ ଆପରେ ଅପଲୋଡ୍ କରିବା ସମ୍ବନ୍ଧୀୟ ପ୍ରଶ୍ନ ପଚାରିଥିଲେ। କିନ୍ତୁ ସେହି ଦିନ ଯେତେବେଳେ କ୍ରାଇମ ବ୍ରାଞ୍ଚ ରାଜଙ୍କୁ ସାଙ୍ଗରେ ନେଇ ଶିଳ୍ପାଙ୍କ ନିକଟରେ ପହଞ୍ଚିଥିଲା, ସେହି ସମୟରେ ତାଙ୍କ ରିଆକ୍ସନ କେମିତି ଥିଲାଟ୍ଟ.? ଶୁକ୍ରବାର ଜୁଳାଇ ୨୩ରେ ଯେତେବେଳେ କ୍ରାଇମ ବ୍ରାଞ୍ଚ ଜୁହୁ ସ୍ଥିତ ଶିଳ୍ପାଙ୍କ ଘରେ ପହଞ୍ଚିଲା, ଶିଳ୍ପା ରାଜଙ୍କୁ ଦେଖି ପ୍ରଥମେ ରାଗି ଯାଇଥିଲେ। ରାଗରେ ଜୋର ଜୋରରେ ରାଜଙ୍କୁ କହିଲେ, ଏହି କେସ୍‌ ପରିବାରର ବଦନାମ କରିଦେଲା। ଅନେକ ଏଣ୍ଡୋର୍ସମେଣ୍ଟ, ବ୍ୟବସାୟିକ କାରବାର ହାତରୁ ଚାଲିଯାଇଛି। ଶିଳ୍ପାଙ୍କୁ ୬ଘଣ୍ଟା ପର୍ୟ୍ୟନ୍ତ ପଚରାଉଚରା କରାଯାଇଥିଲା ଏବଂ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ବ୍ରାଇମବ୍ରାଞ୍ଚର ସିନିୟର ଅଫିସର କହିଛନ୍ତି କି, ‘ଏହି ମାମଲାରେ ଶିଳ୍ପାଙ୍କ କୌଣସି ଭୂମିକା ନାହିଁ‘। ଏବେ ସୁଦ୍ଧା ଏହି ମାମଲାରେ ତାଙ୍କର କୌଣସି ପ୍ରମାଣ ମିଳିନାହିଁ। ଏଥିପାଇଁ ଆମେ ଦ୍ବିତୀୟ ଥର ପାଇଁ ତାଙ୍କୁ କୌଣସି ପ୍ରଶ୍ନ ପଚାରିବୁ ନାହିଁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!