Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିଳ୍ପା ଶେଟ୍ଟୀଙ୍କ କରୋନା ଟିପ୍ସି….

by ସଞ୍ଜୟ ସ୍ୱାଇଁ
May 10, 2021
in NATIONAL NEWS
ଶିଳ୍ପା ଶେଟ୍ଟୀଙ୍କ କରୋନା ଟିପ୍ସି….
201
VIEWS
Share on FacebookShare on Twitter

ମୁମ୍ବାଇ (ବାଘୁଆବାର୍ତ୍ତା): କରୋନା ତାର କାୟା ବିସ୍ତାର କରି ଚାଲିଛି । କେତେକ ଷ୍ଟାର କରୋନାକୁ ହରାଇ ସୁସ୍ଥ ହୋଇଯାଉଥିବା ବେଳେ ଆଉ କେତେକ ଯୁଦ୍ଧରେ ହାରିଯାଉଛନ୍ତି । କିଛି ଦିନ ପୂର୍ବରୁ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ପୁରା ପରିବାର କରୋନା ପଜିଟିଭ ହୋଇଥିବା ଦେଖିବାକୁ ମିଳିଥିଲା । । ତେବେ ଶିଳ୍ପା ଶେଟ୍ଟୀଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା । ଏହି କଠିନ ସମୟ ଦେଇ ଗତି କରୁଥିବା ଶିଳ୍ପା ଶେଟ୍ଟୀ ଫ୍ୟାନ୍ସମାନଙ୍କୁ ଏହି ମହାମାରୀର ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି । ଶିଳ୍ପା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ଯଦି ଆମ ଚାରିପାଖରେ ଘଟୁଥିବା ଘଟଣାରେ ଆପଣ ବିବ୍ରତ, ତେବେ ସୋସିଆଲ ମିଡିଆରୁ ବିରତ ନେବା ଠିକ । ଯେଉଁମାନେ କୋଭିଡ-୧୯ ସହିତ ସଂଘର୍ଷ କରୁଥିବା କୌଣସି ବ୍ୟକ୍ତିଙ୍କ ସହ କାମ କରୁଛନ୍ତି କିମ୍ବା ଯେଉଁମାନେ ଅନ୍ୟମାନଙ୍କୁ ସେହି ସମାଧାନ ଖୋଜିବାକୁ ସାହାଯ୍ୟ କରୁଛନ୍ତି ଯାହାଙ୍କୁ ତାଙ୍କର ଆବଶ୍ୟକତା ଅଛି ।’ ଶିଳ୍ପା ଆହୁରି କହିଛନ୍ତି, ‘ମୁଁ ଭାବୁଛି ଏହି ସଂଗ୍ରାମ ଆମ ମଧ୍ୟରୁ କାହା ପାଇଁ ସହଜ ନୁହେଁ । କିଛି ସମୟ ଛୁଟି ନିଅନ୍ତୁ । ଆପଣଙ୍କୁ ମାନସିକ ସ୍ତରରେ ଏପରି ଏକ ସ୍ଥାନରେ ରହିବାକୁ ପଡିବ ଯାହା ଆପଣଙ୍କୁ ଚିନ୍ତା କରିବାକୁ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯଥେଷ୍ଟ ଫିଟ ହେବାକୁ ଅନୁମତି ଦେଉଥିବ । ନିଜକୁ ଶକ୍ତିଶାଳୀ କରିବା ପାଇଁ ଯାହା କିଛି କରିପାରିବେ ତାହା କରନ୍ତୁ । ଦୃଢ଼ ରୁହ, ସୁରକ୍ଷିତ ରୁହନ୍ତ ।’

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!