Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିଖରପୁର ଗ୍ରାମରୁ ଚୋରୀ ନେଇ ଥାନାରେ ଅଭିଯୋଗ

by ସଞ୍ଜୟ ସ୍ୱାଇଁ
December 8, 2019
in Crime
ଶିଖରପୁର ଗ୍ରାମରୁ ଚୋରୀ ନେଇ ଥାନାରେ ଅଭିଯୋଗ
16
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଖଣ୍ଡପଡା ଥାନା ଅଧିନ ଶିଖରପୁର ଗ୍ରାମ ନୂଆସାହିର ବାସିନ୍ଦା ମହନ୍ତ ଚରଣ ସ୍ୱାଇଁଙ୍କ ଘରୁ ଲୁଟେରାମାନେ ସୁନା, ରୁପା ଗହଣା ସହ ନଗଦ ୬ହଜାରରୁ ଉର୍ଦ୍ଧ ଟଙ୍କା ଚୋରୀ କରି ନେଇଥିବା ନେଇ ଶ୍ରୀ ସ୍ୱାଇଁ ଖଣ୍ଡପଡା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଖଣ୍ଡପଡା ଥାନାରେ ହୋଇଥିବା ଅଭିଯୋଗ କ୍ରମେ ଗତ ୪ ତାରିଖ ରାତି ୧ଟାରେ ଘରର କବାଟ ଭାଙ୍ଗି ସ୍ଥାନୀୟ ଅଂଚଳର ଲୁଟେରାମାନେ ଘରେ ପ୍ରବେଶ କରିବା ପରେ ଗଡରେଜ ଆଲମିରା ଭାଙ୍ଗି ଦେଢ ଭରି ସୁନା, ଅଢେଇ ଭରି ଓଜନର ରୁପା ସମେତ ନଗଦ ୬,୩୦୦ଟଙ୍କା ଚୋରୀ କରି ନେଇଥିଲେ । ଗୃହକର୍ତା ଶୋଇଥିବା ଘର ବାହାର ପଟୁ ତାଲା ପକାଇ ଦେଇ ଲୁଟେରାମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଉକ୍ତଚୋରୀ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ସ୍ଥାନୀୟ ଅଂଚଳର ଭଗବାନ ଦ୍ୱାରୀଙ୍କୁ ଖଣ୍ଡପଡା ଥାନାକୁ ଡାକି ପଚରା ଉଚରା କରୁଥିବା ଜଣାଯାଇଛି । ଚୋରୀ ଘଟଣାରେ ସଂପୃକ୍ତ ଥିବା ସମସ୍ତ ଲୁଟେରାମାନଙ୍କୁ ତୁରନ୍ତ ଗିରଫ କରିବାକୁ ଶିଖରପୁର ଗ୍ରାମବାସୀ ଦାବି କରିଛନ୍ତି । ଏଥି ପ୍ରତି ନୟାଗଡ ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ଦାବି ହେଉଛି । ପ୍ରକାଶ ଥାଉକି ଲୁଟେରା ଭଗବାନ ଏକାଧିକ ମାମଲାରେ ଜଡିତ ଥିବା ନେଇ ଶିଖରପୁର ଗ୍ରାମବାସୀ ପøାଲିସକୁ ସୂଚନା ଦେଇଥିବା ଜଣା ଯାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!