ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ବାଉଁଶିଆପଡା ପଞ୍ଚାୟତକୁ ୩ ଦିନ ପାଇଁ ସରପଞ୍ଚ ସଟଡାଉନ୍ କରିଥିବା ଜଣାଯାଇଛି। ଏହି ପଞ୍ଚାୟତରୁ ଅନେକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ଏହି ତିନି ଦିନ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରଖିବା ସହ ଲୋକଙ୍କୁ ଘରୁ ନବାହରିବାକୁ ସରପଞ୍ଚ ପରାମର୍ଶ ଦେଇଛନ୍ତି।






