ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲ କାର୍ଯ୍ୟାଳୟକୁ ଗୁରବାର ଦିନ ୨ଟାରୁ ଶନିବାର ରାତି ୧୦ଟା ପର୍ଯ୍ୟନ୍ତ ସଟ୍ଡାଉନ୍ କରାଯାଇଥିବା ତହସିଲଦାର ଶରତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି । ତହସିଲ କାର୍ଯ୍ୟାଳୟର କିଛି କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାରୁ ଏଭଳି କଟକଣା ଲାଗୁ କରାଯାଇଥିବା ବେଳେ କାର୍ଯ୍ୟାଳୟକୁ ବିଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।





