Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଡ ଖାଉଛନ୍ତି, ଫାଇନ ଗଣୁଛନ୍ତି, ତଥାପି ଅମାନିଆ, ୧୦ଟି ଦୋକାନରୁ ୧ଲକ୍ଷ ୧୫ ହଜାର ଆଦାୟ

by ସଞ୍ଜୟ ସ୍ୱାଇଁ
May 13, 2021
in Business, Crime, State
ମାଡ ଖାଉଛନ୍ତି, ଫାଇନ ଗଣୁଛନ୍ତି, ତଥାପି ଅମାନିଆ, ୧୦ଟି ଦୋକାନରୁ ୧ଲକ୍ଷ ୧୫ ହଜାର ଆଦାୟ
449
VIEWS
Share on FacebookShare on Twitter

ରାଉରକେଲା (ବାଘୁଆବାର୍ତ୍ତା): କରୋନା ସଂକ୍ରମଣରେ ବ୍ରେକ ଲଗାଇବାକୁ ଚାଲିଛି ୧୪ ଦିନିଆ ଲକଡାଉନ । ରାଉରକେଲା ମ୍ୟୁନିସପାଲଟି ଓ ପୁଲିସ ଇନଫୋର୍ସମେଣ୍ଟ ଟିମ ହୋଇଛନ୍ତି ନିଷ୍ଠୁର । ଅମାନିଆ କଟକଣା ନ ମାନି ଦୋକାନ ଖୋଲିଥିବାରୁ ଚଢ଼ଉ କରିଛି ଆରଏମସି ଓ ପୁଲିସ ଏନଫୋର୍ସମେଣ୍ଟ ଟିମ । ଛେଣ୍ଡ ଭିଏସଏସ ମାର୍କେଟରେ ୫ଟି, ସେକ୍ଟର-୧୯ ଇସ୍ପାତ ମାର୍କେଟରେ ୪ଟି ଓ ରାଉରକେଲା ମୁଖ୍ୟ ବଜାରରେ ଗୋଟିଏ ଏମିତି ମୋଟ ୧୦ଟି ଦୋକାନ ସିଲ କରିଛି । ସେମିତି ମାସ୍କ ପିନ୍ଧି ନଥିବାରୁ ଅମାନିଆଙ୍କ ଠାରୁ ପୁଲିସ ୧ ଲକ୍ଷ ୧୫ ହଜାର ୭୯୦ ଟଙ୍କା ଜୋରିମାନା ଅଦାୟ କରିଛି ପୁଲିସ । ଓଡ଼ିଶା-ଝାରଖଣ୍ଡ ସୀମାନ୍ତରେ ଯାଞ୍ଚକୁ କଡାକଡି କରାଯାଇଛି । ନୂଆଗାଁର ସରୋଡା ଓ ବିଶ୍ରାର ମହିପାଣି ଚେକ ଗେଟରେ ପୁଲିସ ରାଉରକେଲା ଆସୁଥିବା ଗାଡିଗୁଡ଼ିକୁ କଡାକଡି ଯାଞ୍ଚ କରାଯାଉଛି ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!