Wednesday, July 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏସଏଫଡ଼ିଆରର ସଫଳ ପରୀକ୍ଷଣ

by ସଞ୍ଜୟ ସ୍ୱାଇଁ
March 5, 2021
in NATIONAL NEWS, State, Technology
ଏସଏଫଡ଼ିଆରର ସଫଳ ପରୀକ୍ଷଣ
72
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ମିସାଇଲର ସଫଳ ପରୀକ୍ଷଣ କରିଛି ଡିଆରଡିଓ । ସଲିଡ ଫ୍ୟୁଲ ଡକ୍ଟେଡ ରାମଜେଟ(ଏସଏଫଡ଼ିଆର) କ୍ଷେପଣାସ୍ତ୍ର ଆଜି ଚାନ୍ଦିପୁର ଆଇଟିଆରରୁ ଏହାର ପରୀକ୍ଷଣ କରାଯାଇଥିଲା । ଯାହା ସଫଳ ହୋଇଥିବା ସୂଚନା ମିଳିଛି । ଭାରତ ଓ ଋଷ ପକ୍ଷରୁ ମିଳିତ ଭାବେ ବିକଶିତ ମିସାଇଲ ଟେକ୍ନୋଲୋଜିରେ ପ୍ରସ୍ତୁତ କ୍ଷେପଣାସ୍ତ୍ର ଏସଏଫଡ଼ିଆର । ଡିଆରଡିଓ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଗ୍ରାଉଣ୍ଡ ବୁଷ୍ଟର ମୋଟର ସମେତ ସମସ୍ତ ସିଷ୍ଟମ ଦେଇ ଏହି ମିସାଇଲ ଉତକୃଷ୍ଟ ପ୍ରଦର୍ଶନ କରିଛି । ଏହି ମିସାଇଲ ଭାରତର ଭୂପୃଷ୍ଠରୁ ବାୟୂ ଓ ବାୟୁରୁ ବାୟୁ ଉଭୟ ମିସାଇଲକୁ ଉତକୃଷ୍ଟ ପ୍ରଦର୍ଶିତ କରିବା ଓ ଷ୍ଟ୍ରାଇକ ରେଞ୍ଜକୁ ବଢାଇବାରେ ସହୟକ ହେବ ବୋଲି ଡିଆରଡିଓ ଅଧିକାରୀ ସୂଚନା ଦେଇଛନ୍ତି । ରାମଜେଟ ବାୟୁ ସ୍ୱାସ୍ଥ୍ୟ ଜେଟ ଇଂଜିନର ଏକ ରୂପ । ଘୁର୍ଣ୍ଣନ କମ୍ପରେସ ବିନା ଆସୁଥିବା ବାୟୂକୁ କମ ଚାପ ଦେବା ପାଇଁ ମିସାଇଲ ଗତିକୁ ଉପଯୋଗ କରେ । ଏହି ମିସାଇଲର ଟାର୍ଗେଟ ୧୦୦ରୁ ୨୦୦କିଲୋମିଟର ପର୍ଯ୍ୟନ୍ତ କ୍ଷମତା ରହିଛି । ଗୋଟିଏ ରାମଜେଟ ପରିଚାଳିତ ମିସାଇଲକୁ ଏକ ରକେଟ ଭଳି ସହାୟକ ଟେକ ଅଫରର ଆବଶ୍ୟକତା ରହିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!