Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସେକ୍ସ ରାକେଟ୍: ୨ଯୁବତୀ ଉଦ୍ଧାର

by ସଞ୍ଜୟ ସ୍ୱାଇଁ
March 31, 2021
in Breaking, Crime, State
ସେକ୍ସ ରାକେଟ୍: ୨ଯୁବତୀ ଉଦ୍ଧାର
796
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଦୀର୍ଘ ଦିନ ହେଲା ଚାଲୁଥିବା ସେକ୍ସ ରାକେଟ ଆଜି ପୁଲିସ୍ ଠାବ କରିଛି । ଏଥିରେ ସଂପୃକ୍ତ ଥିବା ୨ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ଜଣ ଗ୍ରାହାକ ଓ ଜଣେ ମହିଳାକୁ ପୁଲିସ ଗିରଫ୍ କରିଛି । ସେକ୍ସ ରାକେଟ୍ ଭୁବନେଶ୍ୱର ଅଞ୍ଚଳର ଥିବା ଏକ ଆପାର୍ଟମେଣ୍ଟରେ ଚାଲିଥିଲା । ସୂଚନାନୁସାରେ, ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବଡ଼ଗଡ଼ କେନାଲ ରୋଡରେ ଥିବା ସାଇ ଶ୍ରୀ ଏନେକ୍ଲଭରେ କିଛିଦିନ ଧରି ସେକ୍ସ ରାକେଟ ଚାଲିଥିବା ପୁଲିସ ଜାଣିବାକୁ ପାଇଥିଲା । ଖବର ପାଇ ଉକ୍ତ ଆପାଟମେଣ୍ଟ ଉପରେ ଲକ୍ଷ୍ମୀସାଗର ପୁଲିସ କଡ଼ା ନଜର ରଖିଥିଲା । ତେବେ ୨ଜଣ ଅଜଣା ଯୁବକ ଓ ଯୁବତୀ ସେହି ଫ୍ଲାଟରେ ଥିବାର ଖବର ପାଇ ପୁଲିସ ରେଡ୍ କରିଥିଲା । ରେଡ୍ ସମୟରେ ୨ଯୁବତୀକୁ ପୁଲିସ ଉଦ୍ଧାର କରିଥିବା ବେଳେ ଅନୈତିକ କାମରେ ଲିପ୍ତ ଥିବା ଯୁବକ ୨ଜଣଙ୍କୁ ଗିରଫ୍ କରିଛି । ସେମାନଙ୍କ ଘର ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଉଦ୍ଧାର ହୋଇଥିବା ଯୁବତୀଙ୍କ ମଧ୍ୟରୁ ଜଣେ ପୁରୀ ଜିଲ୍ଲା ଓ ଆଉ ଜଣେ କେନ୍ଦ୍ରାପଡ଼ା ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ସେହିଭଳି ଉକ୍ତ ସେକ୍ସ ରାକେଟକୁ ଚଳାଉଥିବା ଜଣେ ମହିଳାକୁ ଲକ୍ଷ୍ମୀସାଗର ତାନା ପୁଲିସ୍ ଗିରଫ କରିଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!