Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାର୍ ସହ ବିପୁଳ ନକଲି ବିଦେଶୀ ମଦ ଜବତ, ତିନି ଗିରଫ

by ସଞ୍ଜୟ ସ୍ୱାଇଁ
December 3, 2024
in Crime, State
କାର୍ ସହ ବିପୁଳ ନକଲି ବିଦେଶୀ ମଦ ଜବତ, ତିନି ଗିରଫ
104
VIEWS
Share on FacebookShare on Twitter

ରିଆମାଳ, (ବାଘୁଆବାର୍ତ୍ତା): ଦେବଗଡ଼ ଜିଲ୍ଲା ରିଆମାଳରେ ନକଲି ବିଦେଶୀ ମଦ କାରବାର। ରିଆମାଳ ପୁଲିସ ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ନେତୃତ୍ବରେ ବଡ଼ ଧରଣର ନକଲି କାରବାରର ପର୍ଦ୍ଦାଫାସ ହୋଇଛି। ପୁଲିସ ଏମଭି ଚେକିଂ ବେଳେ ସ୍ବିଫ୍ଟ କାର ସହ ୧୦୦ ଲିଟରରୁ ଊର୍ଦ୍ଧ୍ବ ନକଲି ବିଦେଶୀ ମଦ ଜବତ କରିବା ସହ ତିନି ଅଭିଯୁକ୍ତ ଗିରଫ କରିଥିବା ଜଣା ପଡ଼ିଛି l ଗିରଫ ଅଭିଯୁକ୍ତମାନେ ରିଆମାଳ ଥାନାଞ୍ଚଳ ବାଲିଜୋରୀ ଗ୍ରାମର ଶ୍ରୀଧର ପ୍ରଧାନ, ଭିତରପଦ ଗ୍ରାମର ପ୍ରଶାନ୍ତ ସୁନା ଓ ଫୁଲସରନାଲି ଗ୍ରାମର ତପନ ସାହୁ ବୋଲି ଜଣା ପଡ଼ିଛି l

ଚେକିଂ ବେଳେ ପୁଲିସକୁ ଚକମା ଦେଇ ଛତାବର ରାସ୍ତାରେ ଗାଡ଼ି ବୁଲାଇ ଅଭିଯୁକ୍ତମାନେ ଫେରାର ଉଦ୍ୟମ ବେଳେ ସେମାନଙ୍କୁ ଗୋଡ଼ାଇଗୋଡ଼ାଇ ପୁଲିସ ଧରିବାରେ ସଫଳ ହୋଇଥିଲା l ଗିରଫ ଅଭିଯୁକ୍ତମାନେ ରିଆମାଳ ଥାନାଞ୍ଚଳ ବାଲିଜୋରୀ ଗ୍ରାମର ଶ୍ରୀଧର ପ୍ରଧାନ, ଭିତରପଦ ଗ୍ରାମର ପ୍ରଶାନ୍ତ ସୁନା ଓ ଫୁଲସରନାଲି ଗ୍ରାମର ତପନ ସାହୁ ବୋଲି ଜଣା ପଡ଼ିଛି l ଜବତ କାର( ନଂ ଓଡି-୧୭-ପି-୯୯୫୮) ମଧ୍ୟରୁ ବ୍ଲାକ ଡାଇମଣ୍ଡ ସୁପର ହୁଈସ୍କିର ସ୍ପିରିଟ ଆଣି ରୟାଲ ଚ୍ୟାଲେଞ୍ଜର ହ୍ଵିସ୍କି, ରୟାଲ ଷ୍ଟାଗ, ଓ ମ୍ୟାକଡୁଏଲ ଭଳି ବିଭିନ୍ନ ବ୍ରାଣ୍ଡର ଲେବୁଲ ଲଗା ନକଲି ବିଦେଶୀ ମଦ ସହ ରଙ୍ଗୀନ ସ୍ପିରିଟ ସମେତ ୧୦୫ ଲିଟର ନକଲି ମଦ ଜବତ କରିଛି ପୁଲିସ l ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସତ୍ୟବ୍ରତ ରାଉତ ସୂଚନା ଦେଇଛନ୍ତି। ଏହି ସ୍ପିରିଟକୁ ରାଉରକେଲାରୁ ଆଣି ଗତ ୨ ମାସ ହେଲା ନକଲି ବିଦେଶୀ ମଦ କାରବାର ଚାଲିଥିଲା।ଏହି ମଦ ପିଇ ଲୋକଙ୍କ ଜୀବନ ପାଇଁ କ୍ଷତିକାରକ ହେଉଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!