Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ରାବଣ ମାସର ଦ୍ବିତୀୟ ସୋମବାର: ଲଡୁ ବାବାଙ୍କ ପୀଠରେ ୧୦ହଜାରରୁ ଉର୍ଦ୍ଧ୍ବ କାଉଡ଼ିଆ 

by ସଞ୍ଜୟ ସ୍ୱାଇଁ
July 25, 2022
in Feature News
ଶ୍ରାବଣ ମାସର ଦ୍ବିତୀୟ ସୋମବାର: ଲଡୁ ବାବାଙ୍କ ପୀଠରେ ୧୦ହଜାରରୁ ଉର୍ଦ୍ଧ୍ବ କାଉଡ଼ିଆ 
223
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଶ୍ରାବଣ ମାସର ଆଜି ହେଉଛି ଦ୍ବିତୀୟ ସୋମବାର। ବାବାଙ୍କ ପୀଠରେ ଜଳଲାଗି କରିବା ପାଇଁ କାଉଡ଼ିଆ ମାନେ ନିଜର ମାନସିକ ଧାରି ବିଭିନ୍ନ ଶୈବପୀଠର ବାବାଙ୍କ ପାଖରେ ଜଳଲାଗି କରିଥାନ୍ତି । ସେହିପରି ପରି ଭାବେ ନୟାଗଡ଼ ଶରଣକୁଳ ପ୍ରଶିଦ୍ଧ ଶୈବ ପୀଠ ଲଡୁ ବାବାଙ୍କ ପୀଠରେ ଆଜି ସକାଳୁ ସକାଳୁ ବିଭିନ୍ନ ଜିଲ୍ଲାରୁ ୧୦ହଜାରରୁ ଉର୍ଦ୍ଧ୍ବ କାଉଡ଼ିଆ ମାନେ ଜଳଲାଗି କରିଥିଲେ। ଦ୍ବିତୀୟ ପାଳି ସୋମବାରରେ କାଉଡ଼ିଆ ମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଓ ସୁବିଧାରେ ବାବାଙ୍କ ନିକଟରେ ଜଳଲାଗି କରିବା ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁ ଓ ମାନସିକ ଧାରି ମାନେ ନିକଟସ୍ଥ ନଦୀ କିମ୍ବା କଣ୍ଟିଲୋ ନୀଳମାଧବ ନିକଟସ୍ଥ ମହାନଦୀରୁ ପାଣି ଉଠାଇ ଶରଣକୁଳ ଲଡୁ ବାବାଙ୍କ ପୀଠକୁ ଆଗମନ କରିଥିଲେ ।

ମହାମାରୀ କରୋନା ସଂକ୍ରମର ଦୁଇବର୍ଷ ପରେ ଆଜି ଶାନ୍ତି ଶୃଙ୍ଖଳାର ସହ ଜଳଲାଗି କରିବା ସହ ବାବାଙ୍କ ଆର୍ଶୀବାଦ ପାଇ ମନ୍ଦିର ପରିଭ୍ରମଣ କରି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ । ଶ୍ରାବଣ ମାସର ପ୍ରଥମ ସୋମବାରର ବାବାଙ୍କ ପାଖକୁ ଗଞ୍ଜାମ, ଅନୁଗୋଳ, ଢେଙ୍କାନାଳ, କଟକ, ଭଦ୍ରକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଦେବଗଡ଼, ସମ୍ବଲପୁର, କୋରାପୁଟ, ବାଲେଶ୍ଵର, ଯାଜପୁର ସମେତ ବିଭିନ୍ନ ଜିଲ୍ଲାର ବହୁ ଭକ୍ତ ଶରଣକୁଳ ଲଡୁବାବାଙ୍କ ପାଖରେ ଜଳଲାଗି କରି ଉତ୍ସାହିତ ହୋଇଥିବା ଜଣାପଡିଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!