Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୬୦ କଫ୍ ସିରପ୍ ଜବତ, ଜଣେ ଗିରଫ

by ସଞ୍ଜୟ ସ୍ୱାଇଁ
November 23, 2023
in Crime, Nayagarh, State
୬୦ କଫ୍ ସିରପ୍ ଜବତ, ଜଣେ ଗିରଫ
274
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଅବକାରୀ ମୋବାଇଲ ସ୍କ୍ବାର୍ଡ ନିରୀକ୍ଷକଙ୍କ ନେତୃତ୍ବରେ ଅବକାରୀ ଦଳ ଗୁରୁବାର ୬୦ କଫ୍‌ସିରପ୍ ବୋତଲ ଜବତ କରିବା ସହ ଜଣକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଶବର ସାହିର ରଞ୍ଜନ ମଲ୍ଲିକ। ଗୁରୁବାର ନୟାଗଡ଼ ସହର ନୂଆ ଟାଉନ୍ ଛାୟାପଥ ଗଳି ନିକଟରେ କଫ୍‌ସିରପ୍ ବ୍ୟବସାୟ ହେଉଥିବା ଖବର ପାଇ ଅବକାରୀ ଦଳ ପହଞ୍ଚି ରଞ୍ଜନଙ୍କୁ କାବୁ କରିଥିଲା। ବୋତଲ ଗୁଡ଼ିକୁ ଜବତ କରିବା ସହ ରଞ୍ଜନଙ୍କୁ ଗିରଫ କରି ମାମଲା ରୁଜୁ କରିଛି ଅବକାରୀ ପୁଲିସ। ଚଢ଼ଉ ବେଳେ ମୋବାଇଲ ସ୍କ୍ବାର୍ଡ ନିରୀକ୍ଷକ ଭକ୍ତବତ୍ସଳ ବର୍ମା, ଉପନିରୀକ୍ଷକ ଅର୍ପିତା ରାଣୀ ସାହୁ, ସହକାରୀ ଉପନିରୀକ୍ଷକ ବିଦ୍ୟାଧର ପ୍ରଧାନ, ବୁଦ୍ଧଦେବ ପଟେଲ, କନେଷ୍ଟବଳ ଦେବୀ ପ୍ରସାଦ ପାଣି, କୈବଲ୍ୟ ସ୍ବାଇଁ, ନୀଳଲୋହିତ ମଲ୍ଲିକ, ଭାରତୀ ବରାଡ଼ ଓ ମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!