Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିମବକ୍ସ ଜବତ ଘଟଣା, ପୁଲିସର ସାଙ୍ଘାତିକ ଖୁଲାସା

by ସଞ୍ଜୟ ସ୍ୱାଇଁ
August 22, 2024
in Crime, State
ସିମବକ୍ସ ଜବତ ଘଟଣା, ପୁଲିସର ସାଙ୍ଘାତିକ ଖୁଲାସା
148
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସିମ ବକ୍ସ ସିଣ୍ଡିକେଟ । ଆଜି ସରୁଛି ରାଜୁ ମଣ୍ଡଳ ର ରିମାଣ୍ଡ । ୫ ଦିନିଆ ରିମାଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କମିଶନରେଟ ପୋଲିସ ହାତରେ ଲାଗିଛି । ଅଭିଯୁକ୍ତକୁ NIA ର ଦୁଇ ଜଣିଆ ଟିମ ପଚାରାଉଚରା କରିଛି। ସିମବକ୍ସ ଜବତ ଘଟଣାରେ ସାଙ୍ଘାତିକ ଖୁଲାସା । ମାଷ୍ଟରମାଇଣ୍ଡ ଆସାଦୁର ଜମାନର ଫଟୋ ଜାରି କଲା କମିଶନରେଟ ପୋଲିସ । ଆସାଦୁରର ଫାଇଲ ଫଟୋ ଖୁବଶୀଘ୍ର ତାକୁ ଧରିବା ପାଇଁ ସିବିଆଇ ଓ ଇଣ୍ଟରନେପୋଲର ସାହାଯ୍ୟ ନେବ କମିଶନରେଟ ପୋଲିସ । ବାଂଲାଦେଶ ଢାକାରେ ରହି ସେ ଚଳାଉଥିଲା ଆତଙ୍କି ନେଟୱର୍କ । ସଫ୍ଟୱେର କମ୍ପାନୀ ମାଲିକ ର ସୈତାନ ଦିମାଗ । ସ୍ମାର୍ଟ ସୁଇଚ ଜରିଆରେ ସ୍ମାର୍ଟ ଅପରେସନ । ଏ ହେଉଛି ସ୍ମାର୍ଟ ସୁଇଚ ର ଭିଜୁଆଲ । ଦେଖନ୍ତୁ ଢାକାରେ ରହି ଭୁବନେଶ୍ବର ଓ ରାଞ୍ଚି ସିମ ବକ୍ସ ସେଟଅପ ଅପରେଟ କରୁଥିଲା ଆସାଦୁର। ଏ ଦୁଇଟି ସ୍ଥାନକୁ ନଆସିଲେ ମଧ୍ୟ ସ୍ମାର୍ଟ ସୁଇଚ ଜରିଆରେ ପୁରା ନେଟୱର୍କକୁ କଣ୍ଟ୍ରୋଲ କରୁଥିଲା । ଢାକାରେ ଥିବା ଫ୍ୟାସନ ଟେକ୍ନୋଲୋଜି ଇଂଷ୍ଟିଚ୍ୟୁଟରୁ ପାଠ ପଢ଼ିଥିଲା ଆସାଦୁର । ସେପଟେ ଆଜି ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳର ରିମାଣ୍ଡ ସରୁଛି । ୫ ଦିନିଆ ରିମାଣ୍ଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସ୍ପେଶାଲ ଟିମ ହାତରେ ଲାଗିଛି ।ପୋଲିସ ହାତରେ ସିଡ଼ିଆର ର ସାଙ୍ଘାତିକ ତଥ୍ୟ ଲାଗିଛି । ରାଜୁ ମଣ୍ଡଳକୁ NIA ଜେରା ବେଳେ ମିଳିଲା ଆତଙ୍କି ଲିଙ୍କ ନେଇ ସୂଚନା ମିଳିଛି । ଏପରିକି ବିଦେଶରେ ରହୁଥିବା ଅଣ୍ଡରୱାର୍ଲଡ଼ ଡନ ଙ୍କୁ ମଧ୍ୟ ଏହି ସିମବକ୍ସରୁ କଲ ଯାଇଛି । ଆଉ କିଛି ଆକ୍ଟିଭ ସିମ ର ସିଡ଼ିଆର ରିପୋର୍ଟ ମଧ୍ୟ ଖୁବଶୀଘ୍ର କମିଶନରେଟ ପୋଲିସର ହସ୍ତଗତ ହେବ । କିନ୍ତୁ ବାଂଲାଦେଶ ସହିତ ପାକିସ୍ତାନ ଓ ଚାଇନା କୁ କଲ ଯାଉଥିବା ପ୍ରମାଣ ମିଳିଛି । ରାଜୁର ଆକାଉଣ୍ଟ ଷ୍ଟେଟମେଣ୍ଟ ପୋଲିସ ହାତରେ ଲାଗିଛି । ରାଜୁର ରିମାଣ୍ଡ ଆଜି ଶେଷ ହେବା ପରେ ପୁଣି ଥରେ ୭ ଦିନିଆ ରିମାଣ୍ଡ ପାଇଁ ଆଜି କୋର୍ଟରେ ଆବେଦନ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!