Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇ ଗିରଫ, ରାତିରେ ମଦପାଣି ବିକିବା ମହଙ୍ଗା ପଡିଲା

by ସଞ୍ଜୟ ସ୍ୱାଇଁ
May 15, 2021
in Crime, State
ଦୁଇ ଗିରଫ, ରାତିରେ ମଦପାଣି ବିକିବା ମହଙ୍ଗା ପଡିଲା
327
VIEWS
Share on FacebookShare on Twitter

ଯାଜପୁର (ବାଘୁଆବାର୍ତ୍ତା): ଲକଡାଉନ ନିୟମ ଭାଙ୍ଗି ରାତିରେ ମଦ ବିକିବା ପଡିଲା ମହଙ୍ଗା । ସିଲ ହେଲା ମଦବାର, ଏଥିସହ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବିପୁଳ ପରିମାଣର ମଦ ଜବତ କରାଯାଇଛି । ଏଭଳି ଘଟଣା ଘଟିଛି ଯାଜପୁର ରୋଡ ଅଞ୍ଚଳରେ । ସହରରେ ଥିବା କିଙ୍ଗସ ମଦବାରର ଦୁଇଜଣ କର୍ମଚାରୀ ଗତ କାଲି ରାତିରେ ଲକଡାଉନ ସମୟରେ କୋଭିଡ ନିୟମକୁ ବେଖାତିର କରି ତିନୋଟି ବଡ଼ବଡ଼ ପେଟିରେ ବିଦେଶୀ ମଦ ବିକ୍ରି କରୁଥିଲେ । ଏହି ସମୟରେ ଯାଜପୁର ରୋଡ ପୁଲିସ ଖବର ପାଇ ଘଟଣା ସ୍ଥଳରେ ବିପୁଳ ପରିମାଣର ବିଦେଶୀ ମଦ ସହ ଦୁଇଜଣ କର୍ମଚାରୀଙ୍କୁ ଧରିଥିଲେ । ଏଥି ସହିତ ଉକ୍ତ କିଙ୍ଗସ ବାରକୁ ସିଲ କରିଦେଇଥିଲେ । ଆଜି ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଗତବର୍ଷ ଏହି ବାର ଲକଡାଉନ ସମୟରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ମଦ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ବର୍ତ୍ତମାନ ଏହି ଘଟଣାରେ ବାରର କର୍ମଚାରୀ ଗିରଫ ହେବାପରେ ଗତଥର କରାଯାଇଥିବା ଅଭିଯୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୃକୁଂଚନ ସୃଷ୍ଟି ହୋଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!