Tuesday, November 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୪ ଜଣ ଓଡିଶା ଆଦର୍ଶ ବିଦ୍ୟାଳୟ ଅଭିଯାନ ଅଂଶ

by ସଞ୍ଜୟ ସ୍ୱାଇଁ
May 12, 2025
in Nayagarh
୧୪ ଜଣ ଓଡିଶା ଆଦର୍ଶ ବିଦ୍ୟାଳୟ ଅଭିଯାନ ଅଂଶ
182
VIEWS
Share on FacebookShare on Twitter

ଚାରିଅଟ ସ୍କୁଲ ଶିକ୍ଷାରେ ଆଉ ଏକ ନୂଆ ମାନଦଣ୍ଡ

ରଣପୁର,(ବାଘୁଆବାର୍ତ୍ତା): ଚାରିଅଟ୍ ପବ୍ଲିକ୍ ସ୍କୁଲ୍ ରଣପୁର ଏବେ ଗର୍ବିତ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ୨୦୨୫ ପ୍ରବେଶ ପରୀକ୍ଷାରେ ୧୪ ଜଣ ଛାତ୍ରଛାତ୍ରୀ ସଫଳତା ଅର୍ଜନ କରି ବିଦ୍ୟାଳୟ ପାଇଁ ଗୌରବ ଆଣି ପାରିଛନ୍ତି । ସେହି ସଫଳ ଛାତ୍ରଛାତ୍ରୀମାନେ ହେଲେ ଶୁସ୍ମିତା ରାୟ, ଅମ୍ଲାନ ସାଇ ନରେନ୍ଦ୍ର, ସାଇଶ୍ରୀ ସୁଭାଙ୍ଗିନୀ ପ୍ରଧାନ, ଅବିନାଶ ତ୍ରିପାଠୀ, ନୂତନ କୁମାର ସ୍ୱାଇଁ, ଅୟୁଷ୍ମାନ ସାମନ୍ତରାୟ, ଅଭିପ୍ସା ସାହୁ, ସ୍ୱୟମ ପ୍ରକାଶ ଡାକୁଆ, ସାଇ ଶୁଭ୍ରାଂଶୁ ସେଠୀ, ପ୍ରଦ୍ୟୁମ୍ନ ସାହୁ, ଆଇଶା ମହାପାତ୍ର, ପ୍ରିୟଙ୍କା ବେହେରା, ରୁଦ୍ର ପ୍ରସାଦ ରାଉତ, ପିୟୁଷକାନ୍ତି ବେହେରା । ଏହି ସଫଳତା ଛାତ୍ରଛାତ୍ରୀଙ୍କ ଅଟୁଟ୍ ପରିଶ୍ରମ, ଅଭିଭାବକଙ୍କ ସହଯୋଗ ଓ ଶିକ୍ଷକମାନଙ୍କ ଦିଗଦର୍ଶନର ଫଳ । ବିଦ୍ୟାଳୟ ପକ୍ଷରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଯାଇଛି । ଏହି ଶୁଭେଚ୍ଛା ଜଣାଇବା ଉତ୍ସବରେ ବିଦ୍ୟାଳୟ ଚେୟାରମ୍ୟାନ ପ୍ରଭାତ କୁମାର ପ୍ରଧାନ, ପ୍ରିନସିପାଲ ସୁଜାତା ପ୍ରଧାନ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!