Thursday, June 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଣ୍ଟାବାଞ୍ଜୀ ଗସ୍ତରେ ଯିବ ସ୍କେଟିଂ ଟିମ୍

by ସଞ୍ଜୟ ସ୍ୱାଇଁ
October 27, 2021
in Sports, State
କଣ୍ଟାବାଞ୍ଜୀ ଗସ୍ତରେ ଯିବ ସ୍କେଟିଂ ଟିମ୍
54
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ଦ୍ୱିତୀୟ ଓଡିଶା ରାଜ୍ୟ ସ୍କେଟିଂ ପ୍ରତିଯୋଗିତା ଚଳିତ ମାସ ୩୦ ଏବଂ ୩୧ ତାରିଖ, ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଥିବା ମୁସକାନ ଇଣ୍ଟରନାସନାଲ ସ୍କୁଲରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏଥିରେ ଭାଗ ନେବା ଲାଗି ପୁରୀ ଜିଲ୍ଲା ସ୍କେଟିଂ ଟିମର ପ୍ରସ୍ତୁତି ପର୍ବ ଶେଷ ପର୍ୟ୍ୟାୟରେ ଅଛି । ଟିମର କୋଚ ଶ୍ରୀ. ଏନ. ସିନୁ ରାଓ ଙ୍କ କହିବା ଅନୁଯାୟୀ, ସମସ୍ତ ପ୍ରତିଯୋଗୀ ଫୁଲଫର୍ମରେ ଅଛନ୍ତି । ସେମାନେ ମେଡାଲ ପାଇବା ସୁନିଶ୍ଚିତ । ଭାଗ ନେବାକୁ ଯାଉଥିବା ପ୍ରତିଯୋଗୀମାନେ ହେଲେ, ସଞ୍ଜିବ ବେହେରା, ପି ରାଜା ରାଓ, ସୂଜଳ ଦାଶ, ଶ୍ରେୟାଶ୍ରୀ ବଳିୟାରସିଂହ, ହୃଷିକେଶ ବେହେରା, ଜି. ଜଗଦିଶ, ସିକିଟି ଜଗା, ଚିନୁ, ଡି ସୁରେନ୍ଦ୍ର, ଡି ବିଶ୍ୱନାଥ, ବିନାୟକ ଶଙ୍କର । କୋଚ ଶ୍ରୀ. ରାଓ ଙ୍କ ନେତୃତ୍ୱରେ, ପୁରୀ ଟିମ ଆସନ୍ତା କାଲି ସନ୍ଧ୍ୟାରେ ରେଳ ଯୋଗେ କଣ୍ଟାବାଞ୍ଜି ଲାଗି ଯାତ୍ରା ଆରମ୍ଭ କରିବ । ଏଥିଲାଗି ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସ୍କେଟିଂ ଟିମର ସମ୍ପାଦକ ଶ୍ରୀ ରାହୁଲ କୁମାର ଝା ଏବଂ କୋଷାଧକ୍ଷ ଶ୍ରୀ ଅଭୟ କୁମାର ମହାନ୍ତି ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!