Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖଇରାରେ ପୁଣି ସଶସ୍ତ୍ର ଡକାୟତି

by ସଞ୍ଜୟ ସ୍ୱାଇଁ
May 7, 2025
in Crime, State
ଖଇରାରେ ପୁଣି ସଶସ୍ତ୍ର ଡକାୟତି
3
VIEWS
Share on FacebookShare on Twitter

ସୋର, (ବାଘୁଆବାର୍ତ୍ତା): ବଢ଼ୁଛି ଚୋରି ଡକାୟତି। ରାତି ହେଲେ ଲୋକଙ୍କ ଭିତରେ ବଢ଼ୁଛି ଆଶା ଆଶଙ୍କା l ପୁଲିସକୁ ବାରମ୍ବାର ଚ୍ୟାଲଞ୍ଜ ଦେଉଛନ୍ତି ଲୁଟେରା, ହେଲେ ପୁଲିସ ସାଜିଛି ନୀରବଦ୍ରଷ୍ଟା l ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ୨ ଲକ୍ଷ ଟଙ୍କା। ଆକ୍ରମଣରେ କ୍ରାନ୍ତି କୁମାର ଦାସ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି l ଖଇରା ବ୍ଲକ ଅନ୍ତର୍ଗତ ଡ଼ାଲଙ୍ଗ ଗ୍ରାମର କ୍ରାନ୍ତି କୁମାର ଦାସଙ୍କ ଘରେ ତାଙ୍କ ସମେତ ବୃଦ୍ଧା ମା ଓ ଭଉଣୀ ରୁହନ୍ତି l ଗତକାଲି ବିଳମ୍ବିତ ରାତିରେ ୮ଜଣ ଦୁର୍ବୃତ୍ତ ଘରେ କବାଟ ଭାଙ୍ଗି ପରିବାର ଲୋକଙ୍କୁ ହାତ ବାନ୍ଧି ବନ୍ଧୁକ ଓ ଭୁଜାଲି ଆକ୍ରମଣ କରି ଫେରାର ହୋଇଯାଇଥିଲେ l ପୁଲିସ ଏନେଇ ତନାଘନା ଜାରି ରଖିଥିବା ବେଳେ ଦୁର୍ବୃତ୍ତମାନେ ହିନ୍ଦୀରେ କଥା ହେଉଥିବା ନେଇ ସୂଚନା ମିଳିଛି l ଚୋରି ପରେ ଏକ ଘରେ ବାହାରେ ପଟରେ କବାଟ ଦେଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ l ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ୨ ଲକ୍ଷ ଟଙ୍କା। ଆକ୍ରମଣରେ କ୍ରାନ୍ତି କୁମାର ଦାସ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି l ଖଇରା ବ୍ଲକ ଅନ୍ତର୍ଗତ ଡ଼ାଲଙ୍ଗ ଗ୍ରାମର କ୍ରାନ୍ତି କୁମାର ଦାସଙ୍କ ଘରେ ତାଙ୍କ ସମେତ ବୃଦ୍ଧା ମା ଓ ଭଉଣୀ ରୁହନ୍ତି l ଗତକାଲି ବିଳମ୍ବିତ ରାତିରେ ୮ଜଣ ଦୁର୍ବୃତ୍ତ ଘରେ କବାଟ ଭାଙ୍ଗି ପରିବାର ଲୋକଙ୍କୁ ହାତ ବାନ୍ଧି ବନ୍ଧୁକ ଓ ଭୁଜାଲି ଆକ୍ରମଣ କରି ଫେରାର ହୋଇଯାଇଥିଲେ l ପୁଲିସ ଏନେଇ ତନାଘନା ଜାରି ରଖିଥିବା ବେଳେ ଦୁର୍ବୃତ୍ତମାନେ ହିନ୍ଦୀରେ କଥା ହେଉଥିବା ନେଇ ସୂଚନା ମିଳିଛି l ଚୋରି ପରେ ଏକ ଘରେ ବାହାରେ ପଟରେ କବାଟ ଦେଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତl କିଛି ଦିନ ତଳେ ଉକ୍ତ ଅଂଚଳରେ ଜଣେ ଜୁଏଲାରି ମାଲିକଙ୍କ ଘରୁ ମଧ୍ୟ ଏହିଭଳି ଲୁଟ କରିଥିଲେ ଦୁର୍ବୃତ୍ତ l ପୁଲିସ କାହାକୁ ଧରିବାରେ ସକ୍ଷମ ହୋଇପାରିନାହିଁ l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!