Thursday, September 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିକ୍ଷିତ ସରପଞ୍ଚଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି

by ସଞ୍ଜୟ ସ୍ୱାଇଁ
April 20, 2021
in Nayagarh
ଶିକ୍ଷିତ ସରପଞ୍ଚଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି
1.4k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରବ୍ଲକ ଲକ୍ଷ୍ମୀପ୍ରସାଦ ସରପଞ୍ଚ ର ଶିକ୍ଷିତ ଇଂ ସୈାମ୍ୟ ରଞ୍ଜନ ପ୍ରଧାନ ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ ବୋଲି ଜଣାଯାଇଛି । ୪ ବର୍ଷ ହେବ ୱାର୍ଡ଼ ସଭ୍ୟଙ୍କୁ ଅତିଷ୍ଠ କରି ରଖିଥିବା ସରପଞ୍ଚଙ୍କୁ ୱାର୍ଡ଼ ସଭ୍ୟମାନେ ଆଜି ବୁଦ୍ଧି ଶିଖାଇବେ । ଏକା ମାଧିଆ ବାଇଶିପଳ ଭଳି, ସବୁକୁ ଏକା ଏକା ଖାଇ ଚାଲିଥିବା ସରପଞ୍ଚଙ୍କୁ ଅସଲ ମୁଖ୍ୟା ଖୋଲି ସାରିଥିବା ବେଳେ ପଦରୁ ବିଦା ହେବେ ନାଁ ରହିବେ, ତାହ ଆଉ କିଛି ସମୟ ପରେ ସ୍ପଷ୍ଟ ହେବ । ଦୀର୍ଘଦିନ ଧରି ସାଧୁତାର ଖୋଳାପା ପିନ୍ଧା ଏହି ସରପଞ୍ଚ ପଞ୍ଚାୟତରେ ରାସନଠାରୁ ଆରମ୍ଭ କରି ଉନ୍ନୟନ ପର୍ଯ୍ୟନ୍ତ ଅନେକ କାମରେ ଅନିୟମିତତା କରିଥିବା ଜଣାଯାଇଛି । ବର୍ଷ ବର୍ଷ ଧରି ପଞ୍ଚାୟତରେ କାମ କରୁଥିବା ପାନୀୟ ଜଳ ଯୋଗାଣ କର୍ମଚାରୀ ଦରମା ପାଇବାରେ ମଧ୍ୟ ସେ ବାଧକ ସାଜିଥିବା ଜଣାଯାଇଛି । ଯାହାର ବହୁ ମୁଲ୍ୟ ଆଜି ତାଙ୍କୁ ଦେବାକୁ ପଡ଼ିପାରେ ବୋଲି ଆଲୋଚନା ହେଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!